ETV Bharat / sports

WI vs IND ଟେଷ୍ଟ: ଇଣ୍ଡିଜ ଦଳରେ କିମୋ ପଲଙ୍କ ସ୍ଥାନରେ ମିଗ୍ୟୁଏଲ କମିନ୍ସ - ଆଇସିସି ଟେଷ୍ଟ ଚମ୍ପିଆନସିପ

ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟରେ ଆହତ ଅଲରାଉଣ୍ଡର କିମୋ ପଲଙ୍କ ସ୍ଥାନରେ ମିଗ୍ୟୁଏଲ କମିନ୍ସଙ୍କୁ ଦଳରେ ସାମିଲ କରିଛି ୱେଷ୍ଟଇଣ୍ଡିଜ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 22, 2019, 7:12 PM IST

ଆଣ୍ଟିଗୁଆ: ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟରେ ଇଣ୍ଡିଜ ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଆହତ ଅଲରାଉଣ୍ଡର କିମୋ ପଲଙ୍କ ସ୍ଥାନରେ ମିଗ୍ୟୁଏଲ କମିନ୍ସଙ୍କୁ ଦଳରେ ସାମିଲ କରିଛି ୱେଷ୍ଟଇଣ୍ଡିଜ। ଏନେଇ ୱେଷ୍ଟଇଣ୍ଡିଜ କ୍ରିକେଟର ଅନ୍ତରୀଣ ଚୟନ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Keemo Paul
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

28 ବର୍ଷିୟ କମିନ୍ସ 3ବର୍ଷ ପୂର୍ବେ ଭାରତ ବିପକ୍ଷରେ ଡେବ୍ୟୁ କରିଥିଲେ । ଭାରତ ବିପକ୍ଷରେ କମିନ୍ସଙ୍କର ପ୍ରଦର୍ଶନ ଦମଦାର ରହିଛି । ଭାରତ ବିପକ୍ଷରେ ଗୋଟିଏ ମ୍ୟାଚରେ କ୍ୟାରିୟରର ଶ୍ରେଷ୍ଠ 6ଟି ୱିକେଟ ସହ, ମୋଟ 9ଟି ୱିକେଟ ହାସଲ କରିଥିଲେ କମିନ୍ସ ।

ଏହି ଟେଷ୍ଟ ସିରିଜରୁ ଉଭୟ ଦଳ ଆଇସିସି ଟେଷ୍ଟ ଚମ୍ପିଆନସିପ ଅଭିୟାନ ଆରମ୍ଭ କରିବେ । 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସରିଜରେ ବିଜୟରୁ 60 ପଏଣ୍ଟ ଓ ଡ୍ରରୁ 20 ପଏଣ୍ଟ ଜିତିବାର ସୁଯୋଗ ଉଭୟ ଦଳ ପାଖରେ ରହିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.