ETV Bharat / sports

ଦିନିକିଆ ସିରିଜରୁ ଧୱନ ଆଉଟ, ମୟଙ୍କ ଇନ

author img

By

Published : Dec 11, 2019, 8:24 PM IST

ଆହତ ହୋଇଥିବା କାରଣରୁ ଶିଖର ଧୱନଙ୍କୁ ଭାରତ ବନାମ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜରୁ ବାଦ ଦେବା ସହ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସ୍ଥାନ ଦିଆଯାଇଛି । ଅଧିକ ପଢ଼ନ୍ତୁ...

Mayank Agarwal replaces Shikhar Dhawan,  injured Shikhar Dhawan, India’s ODI squad against West Indies, india-indies ODI series, ଭାରତ ବନାମ ୱେଷ୍ଟ ଇଣ୍ଡିଜ, ଦିନିକିଆ ସିରିଜରୁ ଆହତ ଧୱନ ବାଦ, ମୟଙ୍କ ଅଗ୍ରୱାଲ
ଦିନିକିଆ ସିରିଜରୁ ଆହତ ଧୱନ ଆଉଟ, ମୟଙ୍କ ଇନ

ହାଇଦ୍ରାବାଦ: ଟେଷ୍ଟ ଓପନର ମୟଙ୍କ ଅଗ୍ରୱାଲ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଶିଖର ଧୱନଙ୍କ ସ୍ଥାନରେ ଖେଳିବା ନେଇ ସୂଚନା ରହିଛି । ଆହତ ହେବା କାରଣରୁ ଶିଖର ଧୱନଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ମୟଙ୍କଙ୍କୁ ସୁଯୋଗ ଦିଆଯାଇଛି । ସୀମିତ ଓଭର କ୍ରିକେଟରେ ମୟଙ୍କଙ୍କୁ ନିଜର ସ୍କିଲ ଦେଖାଇବାର ସୁଯୋଗ ମିଳିବ ।

  • We Fall, We Break, but then.... We Rise. We heal and we overcome, and the only thing you have control over is how you respond to any situation. Here's to being positive and happy in every situation that life throws at you. Will be back in action in 4-5 days 😎 pic.twitter.com/0XDHRXMSeP

    — Shikhar Dhawan (@SDhawan25) November 21, 2019 " class="align-text-top noRightClick twitterSection" data=" ">

ଭାରତୀୟ ଟିମ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଚେନ୍ନାଇ (15 ଡିସେମ୍ବର), ବିଶାଖାପଟ୍ଟନମ (18 ଡିସେମ୍ବର) ଓ କଟକ (22 ଡିସେମ୍ବର) ରେ ଦିନିକିଆ ମ୍ୟାଚ ଖେଳିବ । ସୈୟଦ ମୁସ୍ତାଖ ଅଲୀ ଟି-20 ଖେଳିବା ବେଳେ ଧବନଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଛି । ତେଣୁ ବର୍ତ୍ତମାନ ଚାଲିଥିବା ଟି-20 ସିରିଜରେ ଶିଖରଙ୍କ ସ୍ଥାନରେ ସଞ୍ଜୁ ସାଇମନଙ୍କୁ ସ୍ଥାନ ଦିଆଯାଇଛି । ଦିନିକିଆ ସିରିଜ ଆଗରୁ ଧୱନଙ୍କ ଠିକ ହେବାର ଆଶା ଥିଲେ ମଧ୍ୟ ତାଙ୍କ କ୍ଷତ ଅନୁମାନ ଠାରୁ ଅଧିକ ଗଭୀର ହୋଇଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି ।

ତେବେ ମୟଙ୍କ ଆଗରୁ ମଧ୍ୟ ବିଶ୍ବକପ ସ୍କ୍ବାର୍ଡରେ ବିଜୟ ଶଙ୍କରଙ୍କ ସ୍ଥାନ ପାଇଥିଲେ କିନ୍ତୁ ତାଙ୍କୁ ଖେଳିବାକୁ ସୁଯୋଗ ମିଳି ନଥିଲା । ତେବେ ନିଜର ପାରଦର୍ଶିତା ଦେଖାଇବା ଲାଗି ଏହା ମୟଙ୍କଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.