ETV Bharat / sports

ମନିଷ ପାଣ୍ଡେଙ୍କ ନୂଆ ଇଂନିସ, ସାଉଥ ଅଭିନେତ୍ରୀ ଅର୍ସିତା ବନିଲେ ପାର୍ଟନର

author img

By

Published : Dec 2, 2019, 11:16 PM IST

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ମନିଷ ପାଣ୍ଡେ। ସାଉଥ ଅଭିନେତ୍ରୀ ଅର୍ସିତା ହୋଇଛନ୍ତି ତାଙ୍କ ଜୀବନସାଥୀ।

ମନିଷ ପାଣ୍ଡେ ବିବାହ
ମନିଷ ପାଣ୍ଡେ ବିବାହ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ମନିଷ ପାଣ୍ଡେଙ୍କ ନୂଆ ଇଂନିସ। ତେବେ ଏଥର କ୍ରିକେଟ ମଇଦାନରେ ନୁହେଁ ବରଂ ବ୍ୟକ୍ତିଗତ ଜୀବନରେ। ଟଲିଉଡ ଫିଲ୍ମ ଅଭିନେତ୍ରୀ ଅର୍ସିତାଙ୍କୁ ବିବାହ କରିଛନ୍ତି ମନିଷ ପାଣ୍ଡେ।

ତେବେ ବିବାହର ଗୋଟିଏ ଦିନ ପୂର୍ବରୁ କର୍ଣ୍ଣାଟକର କ୍ୟାପଟେନ ଦାୟିତ୍ବ ସମ୍ଭାଳିଥିଲେ ମନିଷ । ଦମଦାର 60 ରନର ଇଂନିସ ସହ ଚଳିତ ସଂସ୍କରଣର ସହଦ ମୁସ୍ତାକ ଅଲ୍ଲୀ ଟ୍ରଫି ବିଜେତା ହୋଇଛି କର୍ଣ୍ଣାଟକ । ମନିଷ ପାଣ୍ଡେଙ୍କ ନେତୃତ୍ବରେ ବିଜୟ ହଜାରେ ଟ୍ରଫି ମଧ୍ୟ ହାତେଇଛି କର୍ଣ୍ଣାଟକ । ମନିଷ ପାଣ୍ଡେଙ୍କ ବିବାହରେ ବହୁ କ୍ରିକେଟର ଓ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.