ETV Bharat / sports

'ମୋ ବାପା ଚାହୁଁଥିଲେ ମୁଁ ସର୍ବଦା ନଟଆଉଟ ରହେ, ତାଙ୍କ ପାଇଁ ଏହି ଇଂନିସ '

author img

By

Published : Oct 27, 2020, 2:15 PM IST

ଗତକାଲି କେକେଆର ବିପକ୍ଷ ମ୍ୟାଚରେ ସାନଦାର ଇଂନିସ ଖେଳିଥିବ ମନନ୍ଦୀପ, ଉକ୍ତ ଇଂନିସକୁ ତାଙ୍କ ପିତାଙ୍କୁ ସମର୍ପିତ କରିଛନ୍ତି ।

'ମୋ ବାପା ଚାହୁଁଥିଲେ ମୁଁ ସର୍ବଦା ନଟଆଉଟ ରହେ, ତାଙ୍କ ପାଇଁ ଏହି ଇଂନିସ '
'ମୋ ବାପା ଚାହୁଁଥିଲେ ମୁଁ ସର୍ବଦା ନଟଆଉଟ ରହେ, ତାଙ୍କ ପାଇଁ ଏହି ଇଂନିସ '

ଶାରଜାହା: କିଙ୍ଗ୍ସ ଏକାଦଶ ପଞ୍ଜାବର ବ୍ୟାଟ୍ସମ୍ୟାନ ମନନ୍ଦୀପ ସିଂଙ୍କ ପିତାଙ୍କ ନିଧନ 3ଦିନ ତଳେ ହୋଇଥିଲା । ତେବେ ଗତକାଲି କେକେଆର ବିପକ୍ଷ ମ୍ୟାଚରେ ସାନଦାର ଇଂନିସ ଖେଳିଥିବ ମନନ୍ଦୀପ, ଉକ୍ତ ଇଂନିସକୁ ତାଙ୍କ ପିତାଙ୍କୁ ସମର୍ପିତ କରିଛନ୍ତି ।

ସେ କହିଛନ୍ତି , ମୋ ବାପା ମତେ ସବୁବେଳେ କହୁଥିଲେ ମୁଁ ନଟଆଉଟ ରହେ । ଏହି ଇଂନିସ ତାଙ୍କୁ ସମର୍ପିତ କରୁଛି । ସେ ଚାହୁଁଥିଲେ ମୁଁ ମ୍ୟାଚ ଫିନିସ କରେ ବୋଲି, ସେ ଆଜି ଖୁସି ଥିବେ ।

ନିଜର ଅର୍ଦ୍ଧଶତକୀୟ ପାଳିକୁ ନେଇ ସେ କହିଛନ୍ତି ଯେ, ମୋ କାମ ଥିଲା ଦ୍ରୁତଗତିରେ ରନ କରିବା କୁନ୍ତୁ ମୋ ପାଇଁ ତାହା ସହଜ ନଥିଲା । ରାହୁଲଙ୍କୁ କହିଲି ମୁଁ ମୋର ସ୍ବାଭାବିକ ଖେଳି ପାରିବି ଓ ମ୍ୟାଚକୁ ଫିନିସ ମଧ୍ୟ କରିବି । ସେ ମୋ ସାଥ୍‌ ଦେଇ ନିଜେ ଆକ୍ରମକ ଭାବେ ଖେଳିଥିଲେ ।

ଆଉ ଗେଲ୍‌ଙ୍କ ଦମଦାର ପାଳିକୁ ନେଇ ବି ସେ କହିଛନ୍ତି ଯେ, ମୁଁ କ୍ରିସ ଗେଲଙ୍କୁ କହିଛି କେବେ ବି ସନ୍ୟାସ ନିଅ ନି । ସେ ୟୁନିଭର୍ସାଲ ବସ । ତାଙ୍କ ପରି କେହି ନାହାଁନ୍ତି ।

କ୍ରିସ ଗେଲ ଓ ମନଦୀପ ସିଂ ଯୋଡି 100ରନର ପାର୍ଟନରସିପ୍‌ ଇଂନିସ ଖେଳିଥିଲେ । ମନଦୀପ 56ବଲ୍‌ରେ 66ରନ୍‌(8ଚୌକା, 2ଛକା) କରି ଅପରାଜିତ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.