ETV Bharat / sports

ଆଇପିଏଲ ପୂର୍ବରୁ ଜେଏସସିଏ ଷ୍ଟାଡିୟମରେ ମାହି - ରାଜଧାନୀ ରାଞ୍ଚିର ଜେଏସସିଏ ଷ୍ଟାଡିୟମ

ମାର୍ଚ୍ଚ 29ରୁ ଆଇପିଏଲ୍‌ ଲଢେଇ । ଆଇପିଏଲ ପାଇଁ ଚେନ୍ନାଇ ଯିବା ପୂର୍ବରୁ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଏମ୍‌ଏସ ଧୋନି ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ।

Mahendra Singh Dhoni started IPL preparations

author img

By

Published : Feb 25, 2020, 11:33 PM IST

Updated : Feb 26, 2020, 12:00 AM IST

ରାଞ୍ଚି: ରାଜଧାନୀ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଏମ୍‌ଏସ ଧୋନି । ଆଇପିଏଲ ପାଇଁ ଚେନ୍ନାଇ ଯିବା ପୂର୍ବରୁ ଏଠାରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । 29 ମାର୍ଚ୍ଚରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଧୋନି ଫିଟନେସ ଉପରେ ଧ୍ୟାନ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ , ଇଟିଭି ଭାରତ

ଭାରତୀୟ କ୍ରିକେଟ ଟିମରେ ମାହି ସାମିଲ ନାହାଁନ୍ତି । ତେବେ ଆଇପିଏଲର ଏହି ଟୁର୍ଣ୍ଣାମେଣ୍ଟ ଧୋନିଙ୍କ ବେଶ୍‌ ଖାସ୍‌ । ସୂଚନାଥାଉକି ମାହି ଯେତେବେଳେ ନିଜର ହୋମ୍‌ ଟାଉନ୍‌ରେ ରହିଥାନ୍ତି, ଘଣ୍ଟା ଘଣ୍ଟା ଧରି ଜେଏସସିଏ ଷ୍ଟାଡିୟମରେ ଅଭ୍ୟାସ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 26, 2020, 12:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.