ETV Bharat / sports

କ୍ରମାଗତ ଓ୍ବିକେଟ ହରାଇବାରୁ ଆମେ ରନ୍‌ କରିପାରିଲୁ ନାହିଁ: ରାଜସ୍ଥାନ ରୟାଲ୍ସ ଅଧିନାୟକ

ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ରାଜସ୍ଥାନର ପରାଜୟ ପରେ ଅଧିନାୟକ ଷ୍ଟିଭେନ ସ୍ମିଥ ନିଜର ପ୍ରତି୍କିୟାରେ କହିଛନ୍ତି ଯେ, ଏହା ନିରାଶଜନକ ପରାଜୟ ଥିଲା । କ୍ରମାଗତ ଓ୍ବିକେଟ ହରାଇବା ଫଳରେ ଆମେ ରନ୍‌ କରି ପାରିଲୁ ନାହିଁ ।

author img

By

Published : Oct 15, 2020, 12:51 PM IST

କ୍ରମାଗତ ଓ୍ବିକେଟ ହରାଇବା ଫଳରେ ଆମେ ରନ୍‌ କରି ପାରିଲୁ ନାହିଁ: ରାଜସ୍ଥାନ ରୟାଲ୍ସର ଅଧିନାୟକ

ଦୁବାଇ: ବୁଧବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନକୁ 13ରନ୍‌ରେ ପରାସ୍ତ କରିଛି । ଏହି ପରାଜୟ ପରେ ରାଜସ୍ଥାନ ଅଧିନାୟକ ଷ୍ଟିଭେନ ସ୍ମିଥ ନିରାଶଜନକ ପରାଜୟ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ, ଏହା ନିରାଶଜନକ ପରାଜୟ । ବଟଲର ଓ ଷ୍ଟୋକ୍ସ ଆମକୁ ଭଲ ଆରମ୍ଭ ଦେଇଥିଲେ । ଏହାପରେ ସଞ୍ଜୁ ସାମସନ ଓ ଷ୍ଟୋକ୍ସଙ୍କ ପାଟର୍ନରସିପ୍‌ ଇଂନିସ ଭଲ ଥିଲା । କିନ୍ତୁ ଆମେ କ୍ରମାଗତ ଭାବେ ଓ୍ବିକେଟ ହରାଇଲୁ । ଫଳରେ ଶେଷ ଓଭର ଆଡକୁ ରନ୍‌ ସଂଗ୍ରହ କରିବା ସହଜ ନଥିଲା ।

ଆହୁରି ମଧ୍ୟ ରାଜସ୍ଥାନ ଅଧିନାୟକ କହିଛନ୍ତି ଯେ, ଆମକୁ କ୍ରିଜ୍‌ରେ ସେଟ୍‌ ହେବାର ଥିଲା । ଜଣେ ବ୍ୟାଟ୍ସମ୍ୟାନଙ୍କୁ ପ୍ରାୟ 60 ରନ କରିବାର ଥିଲା । କିନ୍ତୁ କ୍ରମାଗତ ଓ୍ବିକେଟ ହରାଇବା ଫଳରେ ଆମେ ରନ୍‌ କରି ପାରିଲୁ ନାହିଁ ।

ଲିଗ୍‌ରେ ରାଜସ୍ଥାନ ଏଯାଏଁ 8ଟି ମ୍ୟାଚ ଖେଳି ମାତ୍ର 3ଟିରେ ବିଜୟ ହାସଲ କରିଛି । ଫଳରେ 6 ପଏଣ୍ଟ ସହ ପଏଣ୍ଟ ଟେବୁଲର 7ମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.