ଆରମ୍ଭ ହେଲା ଲୟର୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟ - ଲୟର୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ନିମପୁର, ବସୁନ୍ଧରା ଗ୍ରାଉଣ୍ଡ ଓ ସନ ସାଇନ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ । ଅଧିକ ପଢନ୍ତୁ...
ଆରମ୍ଭ ହେଲା ଲୟର୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟ
କଟକ: ଆରମ୍ଭ ହୋଇଛି ଲୟର୍ସ କ୍ରିକେଟ । ଦୁଇଟି ଗ୍ରୁପରେ ରହିଛନ୍ତି 14ଟି ଟିମ୍। ଉଭୟ କର୍ପୋରେଟ ସେକ୍ଟର ଓ ଲୟର୍ସ ମାନଙ୍କୁ ନେଇ ଗଠିତ ହୋଇଛି ଟିମ୍ । ତେବେ ଏହି ସମସ୍ତ ମ୍ୟାଚ କେବଳ ଛୁଟି ଦିନରେ ଖେଳାଯିବ ।
ଆରମ୍ଭ ହେଲା ଲୟର୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଫଳରେ ଶନିବାର ଓ ରବିବାରକୁ ଫୋକସ କରିଛି ଆୟୋଜନ କମିଟି । ସମସ୍ତ ମ୍ୟାଚ 20 ଓଭର ବିଶିଷ୍ଟ ଖେଳାଯିବ । ନିମପୁର, ବସୁନ୍ଧରା ଗ୍ରାଉଣ୍ଡ ଓ ସନ ସାଇନ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ ।
କଟକରୁ ପ୍ରଭୁ କଲ୍ୟାଣପାଲ, ଇଟିଭି ଭାରତ
Last Updated : Feb 16, 2021, 4:00 PM IST