ETV Bharat / sports

ଭାରତ-ଶ୍ରୀଲଙ୍କା ଟି20: ଭାରତରେ ପହଞ୍ଚିଲେ ମାଲିଙ୍ଗା ସେନା - ଭାରତରେ ପହଞ୍ଚିଲା ଶ୍ରୀଲଙ୍କା ଟିମ

ଟି20 ସିରିଜ ପାଇଁ ଭାରତରେ ପହଞ୍ଚିଲା ଲସିଥ ମାଲିଙ୍ଗାଙ୍କ ନେତୃତ୍ବରେ 16 ଜଣିଆ ଶ୍ରୀଲଙ୍କା ଟିମ । ଅଧିକ ପଢନ୍ତୁ...

Sri Lanka team arrives in India
ଶ୍ରୀଲଙ୍କା ଟିମ
author img

By

Published : Jan 2, 2020, 1:52 PM IST

ନୂଆଦିଲ୍ଲୀ: ଟି20 ସିରିଜ ପାଇଁ ଭାରତରେ ପହଞ୍ଚିଲା ଶ୍ରୀଲଙ୍କା ଟିମ । ଲସିଥ ମାଲିଙ୍ଗାଙ୍କ ନେତୃତ୍ବରେ 16 ଜଣିଆ ଶ୍ରୀଲଙ୍କା ଟିମ ଭାରତରେ ପହଞ୍ଚିଛି । ଏହି ଗସ୍ତରେ ଭାରତ-ଶ୍ରୀଲଙ୍କା ମଧ୍ୟ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳାଯିବ ।

Sri Lanka team arrives in India
ଫଟୋ ସୌଜନ୍ୟ: twitter@OfficialSLC

ସିରିଜର ପ୍ରଥମ ମ୍ୟାଚ ଜାନୁୟାରୀ 5ରେ ଗୌହାଟୀରେ ଖେଳାଯିବ । ପରେ ଜାନୁୟାରୀ 7 ରେ ହୋଲକାର ଷ୍ଟାଡିୟମ ଇନ୍ଦୋର ଓ 10ରେ ପୁଣେରେ 3ୟ ମ୍ୟାଚ ଖେଳାଯିବ । ଶ୍ରୀଲଙ୍କା ଟିମରେ ପୂର୍ବତନ କ୍ୟାପଟେନ ଆଞ୍ଜେଲୋ ମାଥ୍ୟୁସଙ୍କୁ ସାମିଲ କରାଯାଇଛି । ଭାରତୀୟ ଦଳରେ ଓପନର ରୋହିତ ଶର୍ମା ସ୍ପିଡଷ୍ଟାର ମହମ୍ମଦ ସାମୀଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ତେବେ ଜଶପ୍ରୀତ ବୁମରା ଓ ଶିଖର ଧାୱନ ଦଲକୁ ଫେରିଛନ୍ତି ।

ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ଶିଖର ଧାୱନ, ଲେକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ସଞ୍ଜୁ ସାମସନ, ଋଷଭ ପନ୍ତ(ୱିକେଟ କିପର), ଶିବମ ଦୁବେ, ୟୁଜଭେନ୍ଦ୍ର ଚହଲ, କୁଦୀପ ଚହଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦଉଳ ଠାକୁର, ନବଦୀପ ସାଇନି, ଜଶପ୍ରୀତ ବୁମରା, ୱାସିଂଟନ ସୁନ୍ଦର ।

ଶ୍ରୀଲଙ୍କା ଦଳ: ଲସିଥ ମାଲିଙ୍ଗା(କ୍ୟାପଟେନ), ଦନୁଷ୍କା ଗୁଣତିଲକା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦସୁ ଶନାକା, କୁସଲ ପରେରା, ନିରୋସନ ଡିକୱାଲା, ଧନଞ୍ଜୟ ଡି ସିଲଭା, ଇସୁରୁ ଉଦ୍ଦାନା, ଭାନୁକା ରାଜପାକ୍ସା, ଓସାଦା ଫଣ୍ଣାଣ୍ଡୋ, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା, କୁସଲ ମେଣ୍ଡିସ, ଲଖନ ସନ୍ଦକନ, କାସୁନ ରଜିଥା ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.