ETV Bharat / sports

ଲାନ୍ସ କ୍ଳୁଜନର ଆଫଗାନିସ୍ତାନ କ୍ରିକେଟ ଦଳର ନୂଆ କୋଚ - ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର

ଆଫଗାନିସ୍ତାନର ନୂଆ କୋଚ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଳୁଜନର । ଫିଲ ସିମନ୍ସଙ୍କ ସ୍ଥାନରେ କ୍ଲୁଜନର ନିଯୁକ୍ତି ପାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 27, 2019, 8:50 PM IST

ଦୁବାଇ: ଆଫଗାନିସ୍ତାନର ନୂଆ କୋଚ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଳୁଜନର । କ୍ଳୁଜନର ଫିଲ ସିମନ୍ସଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି । 18 ମାସ ପୂର୍ବରୁ ଫିଲ ସିମନ୍ସଙ୍କୁ କୋଚ ଦାୟିତ୍ବ ମିଳିଥିଲା । ତେବେ 2019 କ୍ରିକେଟ ବିଶ୍ବକପରେ ଆଫଗାନିସ୍ତାନ ଦଳର ନୈରାଶଜନକ ପ୍ରଦର୍ଶନ ଓ ଶେଷ ସ୍ଥାନରେ ରହିବା ପରେ କୋଚ ପରିବର୍ତ୍ତନ ସମ୍ଭାବନା ବଢିଥିଲା ।

Afganistan head coach
ଲାନସ କ୍ଳନସର

ବିଶ୍ବରେ ଅନ୍ୟତମ ଶ୍ରେଷ୍ଠ ପ୍ରତିଭାଙ୍କ ସହିତ କାମ କରିବାର ସୁଯୋଗ ମିଳିଛି । ସେଥିପାଇଁ ବହୁତ ଖୁସି ବୋଲି କହିଛନ୍ତି ଲାନ୍ସ କ୍ଳୁଜନର । କ୍ରିକେଟର 3ଟି ଫର୍ମାଟରେ ରସିଦ ଖାନ ଆଫଗାନ ଦଳର କ୍ୟାପଟେନ ହୋଇଛନ୍ତି । ଆଗକୁ ଆଫଗାନ ଉଚ୍ଚମାନର କ୍ରିକେଟ ଖେଳିବା ନେଇ ଆଶା ରଖିଛନ୍ତି କୋଚ ଲାନ୍ସ କ୍ଳୁଜନର ।

କ୍ଳୁନସର କ୍ରିକେଟ ଦୁନିଆରେ ଏକ ପରିଚିତ ନାମ । ସେଥିପାଇଁ ଖେଳାଳିଙ୍କୁ ତାଙ୍କ ଅଭିଜ୍ଞତାରୁ ଫାଇଦା ମିଳିପାରିବ କହିଛନ୍ତି ଆଫଗାନିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ACB)ର ସିଇଓ ଲୁଟଫୁଲ୍ଲା ଷ୍ଟାନିକଯାଇ । ପୂର୍ବରୁ କ୍ଳୁଜନର ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ କୋଚ ଭାବେ କାର୍ଯ୍ୟ କରିଛନ୍ତି । ଏଥିସହିତ ଦକ୍ଷିଣ ଆଫ୍ରିକା ଜୁନିୟର ଦଳର ମୁଖ୍ୟ କୋଚ ରହିଛନ୍ତି । ବୋଲିଂ କୋଚ ଭାବେ ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସରେ ମଧ୍ୟ ଦାୟିତ୍ବରେ ରହିଛନ୍ତି ।

Intro:Body:

hgfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.