ETV Bharat / sports

KXIP VS MI: ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲେ କେଏଲ ରାହୁଲ

author img

By

Published : Oct 1, 2020, 7:23 PM IST

କିଙ୍ଗସ ଏକାଦଶ ପଞ୍ଜାବର ଅଧିନାୟକ କେଏଲ୍ ରାହୁଲ ଟସ୍ ଜିତି ଶେଖ ଜାଏଦ ଷ୍ଟାଡିୟମରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ ବିପକ୍ଷରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

KXIP VS MI: ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଲେ କେଏଲ ରାହୁଲ

ଆବୁଧାବି: କିଙ୍ଗସ ଏକାଦଶ ପଞ୍ଜାବର ଅଧିନାୟକ କେଏଲ୍ ରାହୁଲ ଟସ୍ ଜିତି ଶେଖ ଜାଏଦ ଷ୍ଟାଡିୟମରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ ବିପକ୍ଷରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜିର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଏକଦାଶ ଅପରିବର୍ତ୍ତିତ ଥିବାବେଳେ ପଞ୍ଜାବର ଏକାଦଶ ଗୋଟିଏ ପରିବର୍ତ୍ତନ ରହିଛି । ମୁରୁଗାନ୍ ଅଶ୍ୱିନଙ୍କୁ ବିଶ୍ରାମ ଦିଆଯାଇ କୃଷ୍ଣପ୍ପା ଗୋଥମଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଏହି ମ୍ୟାଚର ବିଜେତା ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଗ୍ରହଣ କରିବେ |

  • ମୁମ୍ବାଇ ଇଣ୍ଡିଆନ୍ସ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା , କ୍ୱିଣ୍ଟନ୍ ଡି କକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, କିରେନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ଜେମ୍ସ ପାଟିନ୍ସନ୍, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା ।
  • କିଙ୍ଗ୍ସ ଏକାଦଶ ପଞ୍ଜାବ ଚୂଡାନ୍ତ ଏକାଦଶ: ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, ନିକୋଲାସ ପୁରାନ, ଗ୍ଲେନ ମ୍ୟାକ୍ସୱେଲ, ନାୟାର, ଜେମ୍ସ ନେଶାମ, ସରଫରାଜ ଖାନ, କୃଷ୍ଣପ୍ପା ଗୋଥାମ, ମହମ୍ମଦ ଶାମି, ଶେଲ୍ଡନ କଟ୍ରେଲ, ରବି ବିଷ୍ଣୋଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.