ETV Bharat / sports

ପ୍ରଥମ ଦିନିକିଆ: ପନ୍ତ ଆହତ, ୱିକେଟ ପଛରେ ରାହୁଲ - ପନ୍ତ ଆହତ

ବିସିସିଆଇ ସୂଚନା ଅନୁସାରେ ପନ୍ତ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ୱିକେଟ କିପିଂ କରୁଛନ୍ତି ଦଳର ଅନ୍ୟତମ ଓପନର ଲୋକେଶ ରାହୁଲ । ଅଧିକ ପଢନ୍ତୁ...

kl-rahul-putting-gloves-after-rishabh-pant-injury
ପନ୍ତ ଆହତ
author img

By

Published : Jan 14, 2020, 7:42 PM IST

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳର କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି । କୋହଲି 4 ସ୍ଥାନରେ ବ୍ୟାଟିଂ ଆସିବା ପରେ ଏବେ ୱିକେଟ କିପିଂ କରୁଛନ୍ତି ଲୋକେଶ ରାହୁଲ । ତେବେ ବିସିସିଆଇ ସୂଚନା ଅନୁସାରେ, ପନ୍ତ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ୱିକେଟ କିପିଂ କରୁଛନ୍ତି ରାହୁଲ ।

ପନ୍ତଙ୍କ ସ୍ଥାନରେ ମନୀଷ ପାଣ୍ଡେ ଫିଲ୍ଡିଂ କରୁଛନ୍ତି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି 255ରନରେ ଅଲଆଉଟ ହୋଇଛି ଘରୋଇ ଦଳ । ତେବେ ଦଳର ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ଅତିଥି ଅଷ୍ଟ୍ରେଲିଆ ଆଗାରେ 256ରନ ବିଜୟ ଲକ୍ଷ୍ୟ ରହିଛି । ଅନ୍ୟପଟେ 33ବଲରୁ 28ରନର ପାଳି ଖେଳିଛନ୍ତି ଋଷଭ ପନ୍ତ ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.