ETV Bharat / sports

କେରଳ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ପୀଡିତଙ୍କୁ କ୍ରିକେଟରଙ୍କ ସମବେଦନା - indian cricketer lead prayers for victims of kozhikode accident

ଭାରତୀୟ କ୍ରିକେଟରମାନେ କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା 2 ପାଇଲଟଙ୍କ ସମେତ 20ଜଣ ଯାତ୍ରୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

କେରଳ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: କ୍ରିକେଟରମାନେ ପୀଡିତଙ୍କୁ ଜଣାଇଲା ସମବେଦନା

author img

By

Published : Aug 8, 2020, 2:58 PM IST

ନୂଆଦିଲ୍ଲୀ: ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ଶୁକ୍ରବାର କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା 2 ପାଇଲଟଙ୍କ ସମେତ 19ଜଣ ଯାତ୍ରୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

  • My heartfelt condolences to the family of the Pilot who lost his life during the accident & prayers for the ones injured in the Air India aircraft at #Kozhikode #AirIndiaExpress

    — Irfan Pathan (@IrfanPathan) August 7, 2020 " class="align-text-top noRightClick twitterSection" data=" ">

ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆର ଦୁବାଇ-କୋଝିକୋଡ ବିମାନ(IX-1344) 184 ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିଲା । ତେବେ କେରଳରେ ବର୍ଷା ଜାରି କାରଣରୁ ଏହି ବିମାନଟି ରନଓ୍ବେରେ ହିଁ ଓଲଟି ପଡିଥିଲା । ଏଥିରେ ପାଇଲଟ ଏବଂ ସହ-ପାଇଲଟଙ୍କ ସମେତ 19 ଜଣଙ୍କର ମୃତ୍ୟୁ ଘଟିଛି ।

  • Praying for the safety of everyone onboard the #AirIndia Express Aircraft that’s overshot the runway at Kozhikode Airport, Kerala.
    Deepest condolences to the families who have lost their near ones in this tragic accident.

    — Sachin Tendulkar (@sachin_rt) August 7, 2020 " class="align-text-top noRightClick twitterSection" data=" ">

କୋହଲି ଟ୍ବିଟ କରି ଲେଖିଛନ୍ତି ଯେ, କୋଝିକୋଡ ବିମାନଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି ଓ ସେମାନଙ୍କ ପରିଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି ।

  • Praying for the passengers and the staff on the #AirIndia flight in Kozhikode. Shocking news.

    — Rohit Sharma (@ImRo45) August 7, 2020 " class="align-text-top noRightClick twitterSection" data=" ">

ସେହିପରି ସଚିନ ତେନ୍ଦୁଲକର, ରୋହିତ ଶର୍ମା, ଗୌତମ ଗମ୍ଭୀର ମଧ୍ୟ ଟ୍ବିଟ କରି ଶୋକ ପ୍ରାର୍ଥନା କରିଛନ୍ତି ।

  • Shocking news of the Kozhikode flight crash. Prayers for the passengers and crew. 2020 please have mercy 🙏🏻🙏🏻

    — Yuvraj Singh (@YUVSTRONG12) August 7, 2020 " class="align-text-top noRightClick twitterSection" data=" ">

ଯୁବରାଜ ସିଂ 2020କୁ ବିପର୍ଯ୍ୟୟ ବର୍ଷ ବୋଲି କହିଛନ୍ତି ।

  • Praying for those who have been affected by the aircraft accident in Kozhikode. Deepest condolences to the loved ones of those who have lost their lives. 🙏🏼

    — Virat Kohli (@imVkohli) August 7, 2020 " class="align-text-top noRightClick twitterSection" data=" ">
  • Terrible news coming from Kozhikode. Frightening visuals of the plane breaking apart. Hoping and praying that all passengers are evacuated safely as soon as possible!

    — Gautam Gambhir (@GautamGambhir) August 7, 2020 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.