ETV Bharat / sports

ମହାନ ସଚିନଙ୍କ ସହ ଜୁନିୟର ଇରଫାନଙ୍କ ବକ୍ସିଂ, ଦେଖନ୍ତୁ ଭିଡିଓ

author img

By

Published : Mar 9, 2020, 9:39 AM IST

ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନଙ୍କ ପୁଅ ଇମ୍ରାନଙ୍କ ସହ ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ବକ୍ସିଂ ଖେଳୁଥିବାର ଦେଖିବାକୁ ମିଳିଛି ।

Junior Irfan Pathan Boxing with Sachin Tendulkar
ମହାନ ସଚିନଙ୍କ ସହ ଜୁନିୟର ଇରଫାନଙ୍କ ବକ୍ସିଂ

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଏକ ନିଆରା ରୂପରେ ଦେଖିବାକୁ ମିଳିଛି । ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନଙ୍କୁ ପୁଅ ଇମ୍ରାନଙ୍କ ସହ ସଚିନ ବକ୍ସିଂ ଖେଳୁଥିବାର ଦେଖାଯାଇଛି ।

ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଇମ୍ରାନଙ୍କ ସହ ବକ୍ସିଂ ଫାଇଟ କରୁଥିବାର ଦେଖାଯାଇଛି । ଏହି ଭିଡିଓକୁ ଇରଫାନ ପଠାନ ଟ୍ବିଟରରେ ପୋଷ୍ଟ କରିଛନ୍ତି । ଏହାର ଉତ୍ତରରେ ସଚିନ, ଗୋଟିଏ ଦିନ ବାପା ଇରଫାନଙ୍କ ଠାରୁ ଅଧିକ ଶକ୍ତ ଓ ବଡ ମସଲ ହେବ ବୋଲି ଇମ୍ରାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.