ETV Bharat / sports

ଅଂଶୁମାନ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ; ଓଡିଶାକୁ ହରାଇ ଝାଡଖଣ୍ଡ ଚମ୍ପିଆନ - cricket latest news

10ମବାର୍ଷିକ ଅଂଶୁମାନ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ହେଲା ଝାଡଖଣ୍ଡର ସ୍ପୋର୍ଟିଂ ୟୁନିୟନ୍ । ଫାଇନାଲ ମ୍ୟାଚରେ ଓଡିଶା ପୋଷ୍ଟାଲ୍କୁ ପରାସ୍ତ କରିଛି ଝାଡଖଣ୍ଡ । ଅଧିକ ପଢନ୍ତୁ...

ଅଂଶୁମାନ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
author img

By

Published : Nov 17, 2019, 5:34 PM IST

ଯାଜପୁର: ଜାରକା ଧର୍ମଶାଳା ମହୋତ୍ସବ ପଡିଆରେ ଉଦଯାପିତ ହୋଇଛି ସର୍ବ ଭାରତୀୟ 10ମବାର୍ଷିକ ଅଂଶୁମାନ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଫାଇନାଲ ମ୍ୟାଚରେ ଓଡିଶା ପୋଷ୍ଟାଲକୁ ହରାଇ ଝାଡଖଣ୍ଡ ଚମ୍ପିୟାନ ହୋଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ଓଡିଆ ସିନେ ତାରକା ଅର୍ଚ୍ଚିତା ଅତିଥି ରୂପେ ଯୋଗଦେଇ ଉଭୟ ଚମ୍ପିଆନ ଓ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

ସର୍ବ ଭାରତୀୟ 10ମବାର୍ଷିକ ଅଂଶୁମାନ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଏହି ଅବସରରେ ଅର୍ଚ୍ଚିତା ମଞ୍ଚରେ ଅତିଥି ରୂପେ ଯୋଗଦେଇ ଉଭୟ ଦର୍ଶକ ଏବଂ କ୍ରିଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ପ୍ରଥମ ଦିବସରେ ଅଂଶୁମାନ ମୋମୋରିଆଲ ଟ୍ରଷ୍ଟ୍ ଆନୂକୁଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ସମାଜସେବୀ ନମ୍ରତା ଚଡ୍ଡା ଓ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଉଦଘାଟନ କରିଥିଲେ ।

ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଏବଂ ରାଜ୍ୟ ବାହାରୁ 8ଟି ଦଳ ଅଂଶଗ୍ରହଣ କରିଥିଲେ । ଏଥିରେ ବିଶାଖାପାଟଣାର ସୁପର ନୋଭାସ୍, ଝାଡଖଣ୍ଡର ସ୍ପୋର୍ଟିଂ ୟୁନିୟନ୍, ଉତ୍ତରପ୍ରଦେଶର ଆଇଡିଆଲ ସ୍ପୋର୍ଟସ୍, ଓଡିଶା ପୋଷ୍ଟାଲ୍, ଛତିଶଗଡ ଫରେଷ୍ଟ, ନାଗପୁରର କରିମ୍ ସ୍ପୋର୍ଟସ୍ ଏକାଡେମୀ ପ୍ରମୁଖ ଦଳମାନେ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିଲେ । ସେହିପରି ମହିଳା ଦଳରେ ଓଡିଶା ମହିଳା ଏକାଦଶ, ରାୟପୁର ମହିଳା ଏକାଦଶ, ମହାରାଷ୍ଟ୍ର ମହିଳା ଓ ସୋଲାପୁର ମହିଳା କ୍ରିକେଟ୍ ଟିମ୍ ଯୋଗଦେଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-national_cricket_turnament
format-avb
reporter-Gyanaranjan ojha
place-jajpur
date-17.11.19
anchor---ଯାଜପୁର ଜିଲ୍ଲା ଜାରକା ଧର୍ମଶାଳା ମହୋତ୍ସବ ପଡିଆରେ ଉଦଯାପିତ ହୋଇଛି ସର୍ବ ଭାରତୀୟ ଦଶମ ବାର୍ଷିକ ଅଂଶୁମାନ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଫାଇନାଲ ମ୍ୟାଚରେ ଓଡିଶା ପୋଷ୍ଟାଲକୁ ହରାଇ ଝାଡଖଣ୍ଡ ଚମ୍ପିୟାନ ହୋଇଥିବା ଜଣାପଡିଛି । ଏହି ଉଦଯାପନୀ ଉତ୍ସବରେ ଓଡିଆ ସିନେ ତାରକା ଅର୍ଚ୍ଚିତା ଅତିଥି ରୂପେ ଯୋଗଦେଇ ଉଭୟ ଚମ୍ପିୟାନ ଓ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ଅର୍ଚ୍ଚିତା ମଞ୍ଚରେ ଅତିଥି ରୂପେ ଯୋଗଦେଇ ଉଭୟ ଦର୍ଶକ ଏବଂ କ୍ରିଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ପ୍ରଥମ ଦିବସରେ ଅଂଶୁମାନ ମୋମୋରିଆଲ ଟ୍ରଷ୍ଟ୍ ଆନୂକୁଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ସମାଜସେବୀ ନମ୍ରତା ଚଢା ଓ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଉଦଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଏବଂ ରାଜ୍ୟ ବାହାରୁ 8ଟି ଦଳ ଅଂଶଗ୍ରହଣ କରିବେ । ଏଥିରେ ବିଶାଖାପାଟଣାର ସୁପର ନୋଭାସ୍, ଝାଡଖଣ୍ଡର ସ୍ପୋର୍ଟିଂ ୟୁନିୟନ୍, ଉତ୍ତରପ୍ରଦେଶର ଆଇଡିଆଲ ସ୍ପୋର୍ଟସ୍, ଓଡିଶା ପୋଷ୍ଟାଲ୍, ଛତିଶଗଡ ଫରେଷ୍ଟ, ନାଗପୁରର କରିମ୍ ସ୍ପୋର୍ଟସ୍ ଏକାଡେମୀ ପ୍ରମୁଖ ଦଳମାନେ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିଲେ । ସେହିପରି ମହିଳା ଦଳରେ ଓଡିଶା ମହିଳା ଏକାଦଶ, ରାୟପୁର ମହିଳା ଏକାଦଶ, ମହାରାଷ୍ଟ୍ର ମହିଳା ଓ ସୋଲାପୁର ମହିଳା କ୍ରିକେଟ୍ ଟିମ୍ ଯୋଗଦେଇଥିଲେ ।
bite-01--ଅର୍ଚ୍ଚିତା, ଓଡିଆ ସିନେ ଷ୍ଟାର୍
bite-02--ଲିପୁ, ଆୟୋଜକ
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.