ETV Bharat / sports

ଆଇସିସି ବୋର୍ଡରେ ବିସିସିଆଇର ପ୍ରତିନିଧିତ୍ବ କରିବେ ଜୟ ଶାହ - represent BCCI in ICC Board

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇସିସି ବୋର୍ଡରେ ପୂର୍ବରୁ ଭାରତର ପ୍ରତିନିଧିତ୍ବ କରିଛନ୍ତି । ଅଧିକ ପଢନ୍ତୁ...

Jay Shah to represent BCCI in ICC Board
ଆଇସିସି ବୋର୍ଡରେ ବିସିସିଆଇର ପ୍ରତିନିଧିତ୍ବ କରିବେ ଜୟ ଶାହ
author img

By

Published : Jan 10, 2021, 8:58 PM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୋର୍ଡରେ ଭାରତର ପ୍ରତିନିଧିତ୍ବ କରିବେ ବିସିସିଆଇ ସମ୍ପାଦକ ଜୟ ଶାହ । ବିସିସିଆଇର 89ତମ ବାର୍ଷିକ ସାଧାରଣ ବୈଠକ(AGM)ରେ ଜୟ ଶାହାଙ୍କୁ ଆଇସିସି ବୋର୍ଡରେ ପ୍ରତିନିଧିତ୍ବ କରିବାକୁ ଚୟନ କରାଯାଇଥିଲା ।

  • We've got some good news.

    The BCCI President Mr @SGanguly99 has been discharged from the hospital in Kolkata.

    "I thank the doctors at the hospital for the treatment. I am absolutely fine. Hopefully, I will be ready to fly soon," he said 😊😊 pic.twitter.com/iNkmsjdeGS

    — BCCI (@BCCI) January 7, 2021 " class="align-text-top noRightClick twitterSection" data=" ">

ଏନେଇ ବୋର୍ଡର ଜଣେ ସଦସ୍ୟ ସ୍ପଷ୍ଟ କରିଛନ୍ତି, ''ବିସିସିଆଇ ପକ୍ଷରୁ ଆଇସିସି ବୋର୍ଡରେ ପ୍ରତିନିଧିତ୍ବ କରିବେ ଜୟ ।'' ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇସିସି ବୋର୍ଡରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । ମାତ୍ର ଜାନୁଆରୀ 2ରେ ଏକ ହୃଦଘାତର ଶିକାର ହେବାସହ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗାଙ୍ଗୁଲି । ସେ ହସ୍ପିଟାଲରୁ ଘରକୁ ଫେରିଥିବା ସତ୍ତ୍ବେ ଡାକ୍ତରୀ ଟିମଙ୍କ ତୀକ୍ଷ୍ମ ନଜରରେ ରହିଛନ୍ତି ।

ଅହମ୍ମଦାବାଦରେ ଡିସେମ୍ବର 24ରେ ଅନୁଷ୍ଠିତ ହୋଇଥିବା ଏଜିଏମରେ ସମସ୍ତ ମୁଖ୍ୟ ପ୍ରସଙ୍ଗରେ ଆଲୋଚନା ହେବାସହ ନିଷ୍ପତ୍ତି ହୋଇଛି । 2021 ଟି-20 ବିଶ୍ବକପ ଓ 50 ଓଭର ବିଶ୍ବକପ 2023ର ଆୟୋଜକ ଭାରତ ରହିଛି । ଏହି ଦୁଇ ଆଇସିସି ଇଭେଣ୍ଟ ପାଇଁ ସରକାରଙ୍କୁ ଟାକ୍ସ ରିହାତି ଅନୁରୋଧ କରିବ ବୋର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.