ETV Bharat / sports

ନେଟ୍ସରେ ବି ମ୍ୟାଚ ପରି ବୋଲିଂ କରନ୍ତି ବୁମରା: ବିରାଟ

ବୁମରା ବିଶ୍ବର ସର୍ବଶ୍ରେଷ୍ଠ କୌଶଳ ପୂର୍ଣ୍ଣ ବୋଲର ଅଟନ୍ତି, ସେ ନେଟ୍ସରେ ବି ମ୍ୟାଚ ପରି ବୋଲିଂ କରିଥାନ୍ତି ବୋଲି କହିଛନ୍ତି ଅଧିନାୟକ କୋହଲି ।

author img

By

Published : Jan 13, 2020, 10:26 PM IST

jasprit-bumrah-doesnt-shy-away-from-hitting-us-on-nets-virat
ନେଟ୍ସରେ ବି ମ୍ୟାଚ ପରି ବୋଲିଂ କରନ୍ତି ବୁମରା: ବିରାଟ

ମୁମ୍ବାଇ: ଆଇସିସିର ନମ୍ବର ୱାନ ବ୍ୟାଟ୍ସମ୍ୟାନ ଡରନ୍ତି ନମ୍ବର ୱାନ ବୋଲରଙ୍କୁ । ଭାରତୀୟ ସ୍ପିଡ ଷ୍ଟାରଙ୍କୁ ବିରାଟ ଡରୁଥିବା ଆଜି ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର ମ୍ୟାଚ ପୂର୍ବବର୍ତ୍ତୀ ସାମ୍ବାଦିକ ସମ୍ମୀଳନିରେ କହିଛନ୍ତି । ଜସପ୍ରିତ ବୁମରା ବିଶ୍ବର ସର୍ବଶ୍ରେଷ୍ଠ କୌଶଳ ପୂର୍ଣ୍ଣ ବୋଲର ଅଟନ୍ତି, ସେ ନେଟ୍ସରେ ବି ମ୍ୟାଚ ପରି ବୋଲିଂ କରିଥାନ୍ତି ବୋଲି କହିଛନ୍ତି ଅଧିନାୟକ କୋହଲି ।

କୋହଲି କହିଛନ୍ତି, "ମୋ ମତରେ ବିଶ୍ବର ସର୍ବଶ୍ରେଷ୍ଠ କୌଶଳ ଓ ବୋଲିଂ ଦକ୍ଷତା ବୁମରାଙ୍କ ପାଖରେ ରହିଛି । ସେ କ୍ରିକେଟର କୌଣସି ଫର୍ମାଟରେ ବି ଟପ କ୍ଲାସ ବୋଲିଂ କରି ପାରନ୍ତି । ତାଙ୍କ ବିପକ୍ଷରେ ବ୍ୟାଟିଂ କରିବା ଏକ ଚ୍ୟାଲେଞ୍ଜ ସଦୃଶ ହୋଇଥାଏ । ସେ ଅଭ୍ୟାସ ମ୍ୟାଚରେ ବି ମ୍ୟାଚ ପରି ଦୃତ ଗତିରେ ବୋଲିଂ କରିଥାନ୍ତି । ସେ ଆପଣଙ୍କ ମୁଣ୍ଡ ଓ ଦେହକୁ ଆଘାତ ଦେବାରେ ଟିକେ ବି ପଛାନ୍ତି ନାହିଁ ।"

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.