ETV Bharat / sports

ଭାରତକୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ 'ପରମାଣୁ ବୋମା' ଧମକ

ସୋଏବ ଅଖତର, ଶାହିଦ ଆଫ୍ରିଦଙ୍କ ପରେ ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ୍ ମିଆଁଦାଦ । ସେ ପାକିସ୍ତାନର ରାଜରାସ୍ତରେ ବୁଲିବୁଲି କହୁଛନ୍ତି ଯେ, ଭାରତ ଏକ ଭୀରୁ ଦେଶ । ପାକିସ୍ତାନ ପାଖରେ ପରାମାଣୁ ବୋମା ଅଛି ।

author img

By

Published : Aug 20, 2019, 8:32 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ବିଚଳିତ ହେଉଛି ପାକିସ୍ତାନ । ଭୋକ ବିକଳରେ ତାଟିଆ କାମୁଡିବା ଭଳି ପାକିସ୍ତାନର ନେତାଙ୍କ ପରେ ବିବାଦୀୟ ବୟାନ ବାଜି କରୁଛନ୍ତି ପାକିସ୍ତାନ କ୍ରିକେଟର ଓ ପୂର୍ବତନ କ୍ରିକେଟର । ସୋଏବ ଅଖତର୍‌, ଶାହିଦ୍‌ ଆଫ୍ରିଦଙ୍କ ପରେ ଏହି ଧାରାରେ ସାମଲି ହୋଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର୍ ଜାଭେଦ୍ ମିଆଁଦାଦ । ସେ ପାକିସ୍ତାନର ରାଜରାସ୍ତରେ ବୁଲିବୁଲି କହୁଛନ୍ତି, ଭାରତ ଏକ ଭୀରୁ ଦେଶ । ପାକିସ୍ତାନ ପାଖରେ ପରାମାଣୁ ବୋମା ଅଛି ।

ଦେଖନ୍ତୁ ଭିଡିଓ-

ଭିଡିଓ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ସୋସିଆଲ ମିଡିଆରେ ଜାଭେଦ୍‌ଙ୍କ ଏକ ଭିଡିଓ ବିଜୁଳି ବେଗରେ ଭାଇରାଲ ହେଉଛି । ଯେଉଁଥିରେ ବୋଧହୁଏ ପାକିସ୍ତାନର ଏକ ଗଣମାଧ୍ୟମକୁ ବୟାନ ଦେଇ ଏଭଳି କହୁଛନ୍ତି । ଜାଭେଦ୍‌ କହୁଛନ୍ତି, "ମୋଦିଙ୍କ ବିଷୟରେ ମୁଁ ପୂର୍ବରୁ ବି କହି ସାରିଛି । ଏମାନେ ଭୀରୁ ଲୋକ । ଏ ପର୍ଯ୍ୟନ୍ତ ଏମାନେ କରିଛନ୍ତି କଣ । ପାକିସ୍ତାନ ପାଖରେ ପରମାଣୁ ବୋମା କେବଳ ଦେଖାଇବା ପାଇଁ ରହିନି । ବରଂ ଆମେ ଏହାକୁ ବ୍ୟବହାର ମଧ୍ୟ କରି ପାରିବୁ ।"

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.