ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ଫାଷ୍ଟ ବୋଲର ଇଶାନ୍ତ ଶର୍ମା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଏକ ରେକର୍ଡ ନିଜ ନାଁରେ କରିଛନ୍ତି । ସେ ନିଜ ଟେଷ୍ଟ କ୍ୟାରିୟରରେ 300 ଓ୍ବିକେଟ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଟେଷ୍ଟ କ୍ୟାରିୟରରେ 300 ଓ୍ବିକେଟ ହାତେଇବାର 3ୟ ଭାରତୀୟ ଫାଷ୍ଟ ବୋଲର ଭାବେ ରେକର୍ଡ କରିଛନ୍ତି ।
ଇଂଲଣ୍ଡ ଦଳ ତା'ର 2ୟ ଇଂନିସ ଖେଳୁଛି । ତେବେ ଇଶାନ୍ତ ଶର୍ମା ଆଜି ଡାନିୟଲଙ୍କୁ ଆଉଟ୍ କରିବା ପରେ ଏହି ଉପଲବ୍ଧି ହାସଲ କରିଛନ୍ତି ।
-
Ishant Sharma becomes the third India pacer after Kapil Dev and Zaheer Khan to reach the 300-wicket mark in Tests 👏
— ICC (@ICC) February 8, 2021 " class="align-text-top noRightClick twitterSection" data="
What an achievement!#INDvENG pic.twitter.com/wEUPiCKHFf
">Ishant Sharma becomes the third India pacer after Kapil Dev and Zaheer Khan to reach the 300-wicket mark in Tests 👏
— ICC (@ICC) February 8, 2021
What an achievement!#INDvENG pic.twitter.com/wEUPiCKHFfIshant Sharma becomes the third India pacer after Kapil Dev and Zaheer Khan to reach the 300-wicket mark in Tests 👏
— ICC (@ICC) February 8, 2021
What an achievement!#INDvENG pic.twitter.com/wEUPiCKHFf
ତେବେ ଇଶାନ୍ତଙ୍କ ପୂର୍ବରୁ ଏହି ରେକର୍ଡ କପିଲ ଦେବ ଓ ଜାହିର ଖାନ୍ କରିଛନ୍ତି ।
300ରୁ ଅଧିକ ଓ୍ବିକେଟ ହାତେଇଥିବା ଭାରତୀୟ ବୋଲର-
- 619 -ଅନୀଲ କୁମ୍ବଲେ
- 434- କପିଲ ଦେବ
- 417-ହରଭଜନ ସିଂ
- 382*- ଅଶ୍ବିନ
- 311-ଜହିର ଖାନ
- 300*-ଇଶାନ୍ତ ଶର୍ମା