ETV Bharat / sports

ସିପିଏଲରେ ଖେଳିବେ ଇରଫାନ ପଠାନ

କାରିବିୟନ ପ୍ରମିୟର ଲିଗ(ସିପିଏଲ)2019 ରେ ଖେଳିପାରନ୍ତି ଇରଫାନ ପଠାନ ।

author img

By

Published : May 17, 2019, 12:26 AM IST

ଫଟୋ ସୌଜନ୍ୟ-ଫାଇଲ ଫଟୋ

ନୂଆଦିଲ୍ଲୀ: କାରିବିୟନ ପ୍ରମିୟର ଲିଗ(ସିପିଏଲ)2019 ରେ ଖେଳିପାରନ୍ତି ଇରଫାନ ପଠାନ । ସେଥିପାଇଁ ସେ ନାଁ ପଞ୍ଜିକରଣ କରିଛନ୍ତି । କୌଣସି ଫ୍ରାଞ୍ଚାଇଜ ତାଙ୍କୁ ଦଳରେ ସାମିଲ କରିବାକୁ ଅପେକ୍ଷା ରହିଛି । ଯଦି ଏପରି ହୁଏ , ତେବେ ବିଦେଶୀ ଟି-ଟ୍ବେଣ୍ଟି ଲିଗରେ ଖେଳିବାରେ ଇରଫାନ ପ୍ରଥମ ଭାରତୀୟ ଖେଳାଳି ହେବେ ।

ସେପ୍ଟମ୍ବର 4ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଅକ୍ଟୋବର 12 ପର୍ଯ୍ୟନ୍ତ ଚାଲିବ । ସିପିଏଲର ଅଫିସିଆଲ ୱେବସାଇଟର ତଥ୍ୟ ଅନୁଯାୟୀ, 20ଟି ଦେଶର 536 ଜଣ ଖେଳାଳି ପଞ୍ଜିକରଣ କରିଛନ୍ତି । ଆଇପିଏଲ ଷ୍ଟାଇଲରେ ଏହି ଟୁର୍ଣ୍ଣାମେଣ୍ଟରର ଆୟୋଜନ କରାଯାଇଥାଏ ।

ଆଲେକ୍ସ ହେଲସ, ରସିଦ ଖାନ, ସକିବ ଅଲ ହସନ,ଜୋଫ୍ରା ଆର୍ଚର, ଜେପି ଡୁମିନି ଆଦି ଖେଳାଳି ସିପିଏଲ 2019 ପାଇଁ ଆବେଦନ କରିଛନ୍ତି ।

ସ୍ଲଗ :-ଅପେରା ପ୍ୟାଣ୍ଡାଲରେ  ସର୍ପ ଖେଳର ଭିଡିଓ ଭାଇରାଲ, ବନ୍ୟପ୍ରାଣୀ ଆଇନର ଖୋଲାଖୋଲି ଉଲ୍ଲଘ୍ନ°ନ.....
ରିପୋର୍ଟର:ସମୀର କୁମାର ଆଚାର୍ଯ୍ୟ,
ଫମାର୍ଟ  :ପ୍ୟାକେଜ,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    : ୧୬-୦୫-୧୯. :(ବାଇଟ୍ ମୋଜୋରେ ଏବଂ ଭାଇରାଲ ଭିଜୁଆଲ what's app ରେ ଯାଇଛି.)
 (ଆଙ୍କର):-ଅବାଧରେ ଚାଲିଛି ବନ୍ୟପ୍ରାଣୀ ଆଇନର  ଉଲ୍ଲଘ୍ନ°ନ  । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ତଳେ ଶେଷ ହୋଇଥିବା ପ୍ରସିଦ୍ଧ ଦଣ୍ଡନୃତ୍ୟର ରାତ୍ର କାଳୀନ ଅପେରା ପ୍ରଦର୍ଶନ ସମୟରେ କିଭଳି  ନିଜର ଅଧିକ ପ୍ରଚାର ପ୍ରସାର କରିବା ଆଳରେ କିଛି ସ୍ଥାନରେ ବିଭିନ୍ନ ପ୍ରଜାତିର  ବିଷଧର  ସର୍ପ ଙ୍କୁ ନେଇ ଅପେରା ପ୍ୟାଣ୍ଡେଲରେ ଶହ ଶହ ଲୋକ ଙ୍କ ଜୀବନ ସହ ଖେଳ ଖେଳିବାର ଭିଡିଓ ହୋଇଛି ଭାଇରାଲ  । ସୋସିଆଲ ମିଡିଆରେ ଘୁରି ବୁଲୁଛି ଏଭଳି ଭିଜୁଆଲ  ।
(ଭି.ଓ-୧):-ବିଷଧର  ସର୍ପଙ୍କୁ ନେଇ ଅପେରା ପ୍ୟାଣ୍ଡେଲରେ ଅବାଧରେ ଚାଲିଛି ବିପଦଜନକ ଖେଳର ପ୍ରଦର୍ଶନୀ। ଏହି ଭିଡିଓ ହେଉଛି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ତଳେ ଶେଷ ହୋଇଥିବା  ଦଣ୍ଡନୃତ୍ୟର ରାତ୍ର କାଳୀନ ଅପେରା ପ୍ରଦର୍ଶନୀ ସମୟର ଦୃଶ୍ୟ । ଦଣ୍ଡନୃତ୍ୟ ସମୟରେ କେତେକ ସ୍ଥାନରେ ନିଜର ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଏଭଳି ବିଭିନ୍ନ ପ୍ରଜାତିର  ବିଷଧର  ସର୍ପ ଙ୍କୁ ନେଇ ଅପେରା ପ୍ୟାଣ୍ଡେଲରେ ଶହ ଶହ ଲୋକଙ୍କ  ସମୁଖରେ  ବିପଦଜନକ ସର୍ପଖେଳ ହୋଇଥିବାର ଭିଡିଓ  ଭାଇରାଲ  ହେବା ଏବଂ ଗୋଟିଏ ଥରରେ ଏକାଧିକ  ବିଷଧର ସର୍ପକୁ ନେଇ ସର୍ବସାଧାରଣ ସ୍ଥାନରେ ବିପଦଜନକ ଖେଳ ଖେଳାଯିବା  ଘଟଣା ଖୋଲାଖୋଲି ଭାବରେ ବନ୍ୟପ୍ରାଣୀ ଆଇନର  -୧୯୭୨ ର  ଧାରା ୯ ନଂ କୁ ଉଲ୍ଲଘ୍ନ°ନ ହୋଇଥିବା  କରିଛନ୍ତି ସ୍ନେକ ହେଲପ ଲାଇନର କର୍ମକର୍ତ୍ତା   । ଯାହାକି  ଉଭୟ ମଣିଷ ଓ ସର୍ପ କୁ ବିପଦରେ ପକାଇ  ମଞ୍ଚରେ    ପ୍ରଦର୍ଶିତ କରାଯାଉଥିବା ରୁ ଏଥିପ୍ରତି ଅଧିକ ସଚେତନତାର ଆବଶ୍ୟକତା ରହିଥିବା ବେଳେ ଏଭଳି ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଘ୍ନନ କରୁଥିବା ବ୍ୟକ୍ତିବିଶେଷ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି । 
ବାଇଟ୍-ସ୍ବାଧୀନ କୁମାର ସାହୁ
 (ସଦସ୍ୟ,ସ୍ନେକ ହେଲପ ଲାଇନ ବ୍ରହ୍ମପୁର)
ବାଇଟ୍-ଶ୍ରୀକାନ୍ତ ନାହକ(ସର୍ପ ଉର୍ଦ୍ଧାରକାରୀ,ବ୍ରହ୍ମପୁର)
(ଭି.ଓ-୨):- ଏପରିକି ଭାଇରାଲ   ଭିଡିଓରେ ପ୍ରଦର୍ଶୀତ ହୋଇଥିବା ଏଭଳି ବିଭିନ୍ନ ପ୍ରଜାତିର  ସର୍ପ କେଉଁଠୁ ଆସିଲା ଏବଂ ବିନା ଅନୁମତିରେ କିଭଳି ଏହାକୁ ପ୍ରଦର୍ଶୀତ  କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ   ଅନ୍ୟପଟେ ଏହାକୁ ନେଇ ବ୍ରହ୍ମପୁର ର ଡିଏଫ୍.ଓ  ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ଇଟିଭି ଭାରତ ଠାରୁ ଏଭଳି ବିଷୟ ଜାଣିବାକୁ ପାଇଥିବା ବେଳେ ଭାଇରାଲ ଭିଡିଓ କୁ ଅନୁଧ୍ୟାନ କରିବା ସହ ଏହାର  ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆଗାମୀ ଦିନରେ ଦଣ୍ଡନୃତ୍ୟ ଆରମ୍ଭ ପୁର୍ବରୁ ଏହାକୁ ନେଇ ସଚେତନ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି  ।
ବାଇଟ୍-ଆଶିଷ କୁମାର ବେହେରା(ଡି.ଏଫ୍. ଓ,ବ୍ରହ୍ମପୁର)
(ଫା.ଭି.ଓ)-ବିଷାକ୍ତ ସର୍ପକୁ ନେଇ ଖୋଲାଖୋଲି ଭାବରେ ବିପଦଜନକ ଖେଳ ଖେଳି ଉପସ୍ଥିତ ଲୋକଙ୍କୁ କିଛି ସମୟ ପାଇଁ ଆକୃଷ୍ଟ କରିବା ସମୟରେ କୋୖଣସି ଅଘଟଣ ଯେ ନଘଟିବ  ତାହା କିଏ କହିପାରିବ ।ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.