ETV Bharat / sports

ପଲ ଷ୍ଟିରଲିଙ୍ଗ ଆୟରଲାଣ୍ଡର ନୂଆ ଉପ-ଅଧିନାୟକ ନିଯୁକ୍ତ - Ireland vice-captain

ଆୟରଲାଣ୍ଡ କ୍ରିକେଟ ଟିମର ନୂଆ ଉପ-ଅଧିନାୟକ ହୋଇଛନ୍ତି ପଲ ଷ୍ଟିରଲିଙ୍ଗ । ଏନେଇ ଆୟରଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ।

Ireland name Paul Stirling as vice-captain
ପଲ ଷ୍ଟିରଲିଙ୍ଗ ଆୟରଲାଣ୍ଡର ନୂଆ ଉପ-ଅଧିନାୟକ ନିଯୁକ୍ତ
author img

By

Published : Jun 19, 2020, 6:43 PM IST

ଡବଲିନ: ଆୟରଲାଣ୍ଡ କ୍ରିକେଟ ଟିମର ନୂଆ ଉପ-ଅଧିନାୟକ ହୋଇଛନ୍ତି ପଲ ଷ୍ଟିରଲିଙ୍ଗ । ଏନେଇ ଆୟରଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ।

29 ବର୍ଷୀୟ ଷ୍ଟିରଲିଙ୍ଗ 2008ରେ ଆୟରଲାଣ୍ଡ ପାଇଁ ଅନ୍ତର୍ଡଜାତୀୟ ଡେବ୍ୟୁ କରିଥିଲେ । ଜାତୀୟ ଟିମ ପାଇଁ 282 ଥର ଖେଳିଛନ୍ତି ଷ୍ଟିରଲିଙ୍ଗ।

କ୍ରିକେଟର ସମସ୍ତ ଫର୍ମାଟରେ 8,821 ରନ ଷ୍ଟିରଲିଙ୍ଗଙ୍କ ନାମରେ ରହିଛି । ଏଥିସହିତ 101 ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । 2019ରେ 6ଟି ଅନ୍ତର୍ଜାତୀୟ ଟି-20ରେ ସେ ଆୟରଲାଣ୍ଡର ଅଧିନାୟକ ଦାୟିତ୍ବ ତୁଲାଲଥିଲେ । ଷ୍ଟିରଲିଙ୍ଗଙ୍କ ନୂଆ ଦାୟିତ୍ବରେ କ୍ୟାପଟେନ ଆଣ୍ଡ୍ରିୟୁ ବାଲବିରନାଇନ ଖୁସିବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.