ETV Bharat / sports

ଆଇପିଏଲ ମ୍ୟାଚ-26: ଘରୋଇ ମୈଦାନରେ ହାରିଲା କେକେଆର - kkr

ଘରୋଇ ମୈଦନରେ ଦିଲ୍ଲୀ ଦଳଠାରୁ 7ୱିକେଟରେ ପରାସ୍ତ ହୋଇଛି କେକେଆର ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 13, 2019, 8:07 AM IST

କୋଲକାତା: ସୁପର ଓଭରରେ ରୋମାଞ୍ଚକ ମୁକାବିଲା ପରେ ଗବରଙ୍କ 97ରନର ପାଳି ପୁଣିଥରେ କେକେଆରକୁ ପରାଜୟର ସ୍ବାଦ ଚଖାଇଛି । ଘରୋଇ ମୈଦନରେ ଆଜି ଯୁବ ଦିଲ୍ଲୀ ଦଳଠାରୁ 7ୱିକେଟରେ ପରାସ୍ତ ହୋଇଛି କେକେଆର ।

ତେବେ କେକେଆର୍ ପ୍ରଥମେ ବ୍ୟାଟିଂ କରି ଶୁବମାନ ଗିଲଙ୍କ ଅର୍ଦ୍ଧଶତକ ଓ ଆନ୍ଦ୍ରେ ରସେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୮ ରନ୍ କରିଥିଲା । ମାତ୍ର ଶିଖର ଧୱନ ଓ ଯୁବ ଋଷଭ ପନ୍ତଙ୍କ ଦମଦାର ପାଳି କେକେଆରକୁ ପରାଜୟ ଦ୍ବାରରେ ଠିଆ କରିଦେଲା । ଅତିଥି ଦିଲ୍ଲୀ ଆହୁରି 7ଟି ବଲ ବାକିଥାଇ ନିର୍ଦ୍ଧାରିତ 20ଓଭରରେ 180ରନ କରି ବିଜୟ ହୋଇଛି ।

ତେବେ ଦିଲ୍ଲୀ ତରଫରୁ ଶିଖର ଧୱନ ଓ ଯୁବ ଋଷଭ ପନ୍ତ ଯଥାକ୍ରମେ ସର୍ବାଧିକ 97ରନ ଓ 46ରନ କରିଛନ୍ତି । ଶେଷ ତିଷ୍ଠି ରହି ପର୍ଯ୍ୟନ୍ତ କଲିନ ଇନଗ୍ରାମ ଓ ଧୱନ ଦଳକୁ ବିଜୟୀ କରିଥିଲେ ।

ସେହିପିର କେକେଆର ତରଫରୁ ଗିଲ୍ ୩୯ ବଲରେ ୭ ଚୌକା ଓ ୨ ଛକା ସହ ୬୫ ଏବଂ ରସେଲ୍ ୨୧ ବଲରେ ୩ ଚୌକା ଓ ୪ ଛକା ସହାୟତାରେ ୪୫ ରନ୍ କରିଛନ୍ତି ।

RESTRICTION SUMMARY: AP CLIENTS ONLY
SHOTLIST:
MARSHALL HIGH SCHOOL SURVEILLANCE VIDEO - AP CLIENTS ONLY
Chicago - 29 January 2019
++4:3++
++SURVEILLANCE VIDEO PARTIALLY BLURRED TO PROTECT MINORS' IDENTITIES++
++DATE STAMP ON VIDEO AT SOURCE++
++MUTE AT SOURCE++
++QUALITY AS INCOMING++
1. Surveillance video showing Chicago police officer tackling high school student and dragging her down stairs, other high school students gathering by staircase to watch
2. Wide angle of surveillance video from lower level showing police officers dragging student down stairs, striking her and then using a stun gun
STORYLINE:
Newly released surveillance video appears to show two Chicago police officers dragging a high school student down a flight of stairs before striking and kicking her and using a stun gun.
Chicago Public Schools student Dnigma Howard's attorney, Andrew M. Stroth, said Friday that the video contradicts statements officers made saying the 16-year-old initiated the January altercation.
She was charged with felony aggravated battery. Those charges were later dropped.
Dnigma's father, Laurentio Howard, on Thursday filed an amended federal civil rights lawsuit against the city, the Chicago Board of Education and the officers.
The city of Chicago's Law Department says it doesn't comment on pending litigation.
CPS' inspector general is investigating along with the agency that investigates Chicago police misconduct.
Stroth said Howard is seeking monetary damages but the case can also be a "catalyst to influence police reform."
===========================================================
Clients are reminded:
(i) to check the terms of their licence agreements for use of content outside news programming and that further advice and assistance can be obtained from the AP Archive on: Tel +44 (0) 20 7482 7482 Email: info@aparchive.com
(ii) they should check with the applicable collecting society in their Territory regarding the clearance of any sound recording or performance included within the AP Television News service
(iii) they have editorial responsibility for the use of all and any content included within the AP Television News service and for libel, privacy, compliance and third party rights applicable to their Territory.

For All Latest Updates

TAGGED:

iplkkrdc
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.