ETV Bharat / sports

ଆଇପିଏଲ ନିଲାମ: ଅଲସୋଲ୍‌ଡ ଖେଳାଳିଙ୍କ ସଂପୂର୍ଣ୍ଣ ତାଲିକା - ଆଇପିଏଲ 2021

ଶେଷ ହୋଇଛି ଆଇପିଏଲ 2021ପାଇଁ ମିନି ଖେଳାଳି ନିଲାମୀ ପ୍ରକ୍ରିୟା । ମୋଟ 1, 45,30,000 ଟଙ୍କା ଖର୍ଚ୍ଚ ହୋଇଥିବାବେଳେ, 57 ଖେଳାଳି ଆଗାମୀ ଆଇପିଏଲ ପାଇଁ କିଣା ହୋଇଛନ୍ତି । ଅଧିକ ପଢନ୍ତୁ...

IPL Auction 2021 Full List of Unsold Players
ଆଇପିଏଲ ନିଲାମ: ଅଲସୋଲ୍‌ଡ ଖେଳାଳିଙ୍କ ସଂପୂର୍ଣ୍ଣ ତାଲିକା
author img

By

Published : Feb 19, 2021, 7:00 AM IST

ଚେନ୍ନାଇ: ଶେଷ ହୋଇଛି ଆଇପିଏଲ 2021ପାଇଁ ମିନି ଖେଳାଳି ନିଲାମୀ ପ୍ରକ୍ରିୟା । ମୋଟ 145, 30,000 ଟଙ୍କା ଖର୍ଚ୍ଚ ହୋଇଥିବାବେଳେ, 57 ଖେଳାଳି ଆଗାମୀ ଆଇପିଏଲ ପାଇଁ କିଣା ହୋଇଛନ୍ତି । ତେବେ କିଣାଯାଇଥିବା ଖେଳାଳିଙ୍କ ତାଲିକା ମଧ୍ୟରୁ ଅନେକ ବଡ ନାମ ବାଦ ପଡିଛନ୍ତି।

ଜେ ରିଚାର୍ଡସନ, କେଲ ଜେମିଏସନ ଓ ରିଲେ ମେରେଡିଥଙ୍କ ଭଳି ଖେଳାଳିଙ୍କୁ ନେଇ ନିଲାମ ସ୍ଥଳ ଉଷ୍ମ ପାଲଟିଥିବାବେଳେ, ଷ୍ଟାର ଖେଳାଳି ଆରାନ ଫିଞ୍ଚ ଓ ମିଚେଲ ମାକେଲଘାନଙ୍କ ଭଳି ଖେଳାଳିଙ୍କୁ କେହି କିଣିବାକୁ ଆଗ୍ରହ ଦେଖାଇନାହାନ୍ତି ।

ଆଇପିଏଲ 2021 ନିଲାମରେ କିଣାଯାଇନଥିବା ଖେଳାଳିଙ୍କ ସଂପୂର୍ଣ୍ଣ ତାଲିକା:

ଆଲେକ୍ସ ହେଲ୍ସ(ବେସ୍‌ ପ୍ରାଇସ 1.50 କୋଟି), ଜେସନ ରୟ, ଇଭିନ ଲୁଇସ, ଆରୋନ ଫିଞ୍ଚ, ହନୁମା ବିହାରୀ, ଗ୍ଳେନ ଫିଲିପସ, ଆଲେକ୍ସ କ୍ୟାରୀ, କୁସାଲ ପରେରା, ସେଲଡନ କଟ୍ରେଲ, ଆଦିଲ ରସିଦ, ରାହୁଲ ଶର୍ମା, ଇସ ଶୋଧୀ, କ୍ବାଇସ ଅହମଦ, ହିମାଂଶୁ ରାଣା, ଗାହଲଟ ସିଂ, ଅତୀତ ସେଠ, ହିମ୍ମତ ସିଂହ, ବିଷ୍ଣୁ ସୋଲାଙ୍କି, ଆଯୁଷ ବଦୋନି, ବିବେକ ସିଂହ, ଅଭି ବାରତ, କେଦାର ଦେଭଧର, ଅଙ୍କିତ ରାଜପୁତ, ମୁଜତାବା ୟୁସୁଫ, କୁଲଦୀପ ସେନ, ତୁଷାର ଦେଶପାଣ୍ଡେ, କେରନବୀର ସିଂହ, ସନ୍ଦୀପ ଲାମିଚେନ, ଶୁଧେସନ ମିଧୁନ, ତେଜାସ ବାରୋକା, ରଭମନ ପାୱଲ, ସନ ମାର୍ଶ, କୋରୀ ଆଣ୍ଡରସନ, ଜେଭିନ କନୱେ, ଡାରେନ ବ୍ରାଭୋ, ରସି ଭନ ଡସନ, ମାର୍ଟିନ ଗୁପ୍ଟିଲ, ଗୁରୁକିରତ ସିଂହ, ମାର୍ନସ ଲବୁସାନ, ବରୁଣ ଆରୋନ, ଓସାନେ ଥୋମାସ, ମୋହିତ ଶର୍ମା, ବିଲି ଷ୍ଟାନଲେକ, ମିଚେଲ ମାକେଲଖାନ, ଜେସନ ବେହେଣ୍ଡ୍ରଫ, ନବୀନ ଉଲ ହକ, କରନ ଶର୍ମା, କେଏଲ ସରଜିତ, ବେନ ଡ୍ବାରସୁଇସ, ଜି ପେରିୟାସ୍ବାମୀ, ଥିସାରା ପରେରା, ବେନ ମାକଡରମଟ, ମାଥ୍ୟୁ ୱେଡ, ସିନ ଆବଟ, ସିଧେଶ ଲାଡ, ତାଜିନ୍ଦର ସିଂହ, ପ୍ରେରକ ମଙ୍କଡ, ଜୋସ ଇଙ୍ଗିଲ୍ସ, ସିମ୍ରନଜିତ ସିଂହ, ସ୍କଟ କୁଗଲେଜନ, ୱାର୍ଣ୍ଣେ ପର୍ଣ୍ଣେଲ, ରିସ ଟପଲେ, ଜର୍ଜ ଲିଣ୍ଡେ, କ୍ରିସ ଗ୍ରୀନ, ଇସୁରୁ ଉଦ୍ଦାନା, ଚୈତନ୍ୟ ବିଷ୍ଣୋଇ, ଅଜୟ ଦେବ ଗୋଡ, ଜାକ ୱିଲଡରମୁଥ, ହର୍ଶ ତ୍ୟାଗୀ, ଜର୍ଜଡ କୋଟେଜ, ଟିମ ଡେଭିଡ, ପ୍ରତ୍ୟୁଷ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.