ETV Bharat / sports

ସିଏସକେ ସନ୍ତୁଳିତ ଦଳ: ବ୍ୟାଟିଂ କୋଚ ମାଇକେଲ ହସି - ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

ଇଣ୍ଡିଆନ ପ୍ରିମିୟର ଲିଗର 2021 ସଂସ୍କରଣରେ ସିଏସକେ ଏକ ସନ୍ତୁଳିତ ଦଳ କହିଛନ୍ତି ବ୍ୟାଟିଂ କୋଚ ମାଇକେଲ ହସି । ଅଧିକ ପଢନ୍ତୁ...

IPL 2021: We have a very balanced squad, with depth in most areas, says CSK batting coach Hussey
ସିଏସକେ ସନ୍ତୁଳିତ ଦଳ: ବ୍ୟାଟିଂ କୋଚ ମାଇକେଲ ହସି
author img

By

Published : Apr 3, 2021, 10:41 PM IST

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସଙ୍କୁ ନେଇ ବ୍ୟାଟିଂ କୋଚ ମାଇକେଲ ହସିଙ୍କ ବଡ ବୟାନ । ଇଣ୍ଡିଆନ ପ୍ରିମିୟର ଲିଗର 2021 ସଂସ୍କରଣରେ ସିଏସକେ ଏକ ସନ୍ତୁଳିତ ଦଳ ବୋଲି କହିଛନ୍ତି ହସି ।

IPL 2021: We have a very balanced squad, with depth in most areas, says CSK batting coach Hussey
ଚେନ୍ନାଇ ସୁପର କିଙ୍ଗ୍ସ

ଆଇପିଏଲ 2021 ନିଲାମରେ ସିଏସକେ 6ଜଣ ଖେଳାଳିଙ୍କୁ କିଣିଥିଲା । ଅଫ-ସ୍ପିନ ଅଲରାଉଣ୍ଡର ମୋଇନ ଅଲୀ ଓ କ୍ରୀଷ୍ଣାପ୍ପା ଗୌତମ ଓ ରବିନ ଉଥାପ୍ପାଙ୍କୁ ଦଳରେ ସାମିଲ କରିଥିଲା ଫ୍ରାଞ୍ଜାଇଜ ।

ଚେନ୍ନାଇ ସୁପର କିଙ୍ଗ୍ସ ବର୍ତ୍ତମାନ ମୁମ୍ବାଇରେ ଅଭ୍ୟାସ ଚଳାଇଛି । ଏପ୍ରିଲ 10ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଆଇପିଏଲ 14 ଅଭିଯାନ ଆରମ୍ଭ କରିବ ଚେନ୍ନାଇ ।

ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସରେ ସିଏସକେ ସର୍ବାଧିକ ସ୍ଥିର ପ୍ରଦର୍ଶନ କରିଥିବା ଦଳ ରହିଛି । ଖେଳିଥିବା 11ଟି ସଂସ୍କରଣ ମଧ୍ୟରୁ 10ରେ ପ୍ଲେ-ଅଫରେ ପ୍ରବେଶ କରିଛି । 8ଥର ଫାଇନାଲ ଖେଳିଛି ଓ 3ଥର ଚମ୍ପିଆନ ହେବା ସହ ଟ୍ରଫି ନିଜ ନାମରେ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.