ETV Bharat / sports

ଆଇପିଏଲ 2021: ପ୍ରଥମ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

author img

By

Published : Apr 9, 2021, 7:11 PM IST

Updated : Apr 9, 2021, 7:23 PM IST

ପ୍ରଥମ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଉଭୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ...

IPL 2021, Match 1: RCB won the toss elect to bowl first against MI
ଆଇପିଏଲ 2021: ପ୍ରଥମ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ: ଆଇପିଏଲ 2021ର ଉଦ୍‌ଘାଟନୀ ମ୍ୟାଚ ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି । ବିରାଟ କୋହଲିଙ୍କ ନେତୃତାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ରହିଛି ।

ଟସ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ ବିରାଟ କୋହଲି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ ।

ପ୍ରଥମ ମ୍ୟାଚ ହୋଇଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଉଭୟ ଟିମ ।

ଚୁଡାନ୍ତ ଏକାଦଶ-

ରୟାସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(କ୍ୟାପଟେନ), ଏ ବି ଡି ଭିଲିଅର୍ସ(ୱିକେଟ କିପର), ଗ୍ଳେନ ମାକ୍ସୱେଲ, ଗ୍ଳେନ ମାକ୍ସୱେଲ, ୱାସିଂଟନ ସୁନ୍ଦର, କେଲ ଜେମିଏସନ, ହର୍ସଲ ପଟେଲ, ୟୁଜଭେନ୍ଦ୍ର ଚହଲ, ସାହବାଜ ଅହମଦ, ସାହବାଜ ଅହମଦ ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(କ୍ୟାପଟେନ), କ୍ରିସ ଲିନ, ଇଶାନ କିଶନ(ୱିକେଟ କିପର), ଜଶପ୍ରୀତ ବୁମରା, କିରଣ ପୋଲାର୍ଡ, ସୂର୍ଯ୍ୟକୁମାର ଯାଦବ, ମାର୍କୋ ଜାନସନ, ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର, ଜେମ୍ସ ନିଶାମ, ନାଥନ କୁଲଟର-ନାଇଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 9, 2021, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.