ମୁମ୍ବାଇ: ଆଇପିଏଲ 2021ରେ ଆଜି ଖେଳାଯାଉଛି ଦ୍ବିତୀୟ ମ୍ୟାଚ । ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ 14ତମ ସଂସ୍କରଣର ପ୍ରଥମ ମ୍ୟାଚ ଖେଳୁଛନ୍ତି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ ଋଷଭ ପନ୍ତ । ଫଳରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ।
-
.@DelhiCapitals Skipper @RishabhPant17 wins the toss and elects to bowl first against @ChennaiIPL.
— IndianPremierLeague (@IPL) April 10, 2021 " class="align-text-top noRightClick twitterSection" data="
Live - https://t.co/jtX8TWxySo #VIVOIPL #CSKvDC pic.twitter.com/sKGjc5y12U
">.@DelhiCapitals Skipper @RishabhPant17 wins the toss and elects to bowl first against @ChennaiIPL.
— IndianPremierLeague (@IPL) April 10, 2021
Live - https://t.co/jtX8TWxySo #VIVOIPL #CSKvDC pic.twitter.com/sKGjc5y12U.@DelhiCapitals Skipper @RishabhPant17 wins the toss and elects to bowl first against @ChennaiIPL.
— IndianPremierLeague (@IPL) April 10, 2021
Live - https://t.co/jtX8TWxySo #VIVOIPL #CSKvDC pic.twitter.com/sKGjc5y12U
ଚୁଡାନ୍ତ ଏକାଦଶ:
ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧାୱନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ(କ୍ୟାପଟେନ/ ୱିକେଟ କିପର), ମାର୍କସ ଷ୍ଟୋଇନିସ, ସିମ୍ରନ ହେଟମେୟର, କ୍ରିସ ୱର୍କ୍ସ, ରବିଚନ୍ଦ୍ରନ ଅଶ୍ବିନ, ଟମ କରନ, ଅମିତ ମିଶ୍ର, ଅଭେସ ଖାନ ।
ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ଅମ୍ବାତି ରାୟୁଡୁ, ଫାପ ଡୁ ପ୍ଲେସିସ, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ/ ୱିକେଟ କିପର), ମୋଇନ ଅଲୀ, ରବିନ୍ଦ୍ର ଜାଡେଜା, ସାମ କରନ, ଡ୍ବାଇନ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ