ETV Bharat / sports

'ପୁଣି ଖେଳକୁ ଫିନିସ କରି ପାରିଲୁ ନାହିଁ' - ଡେଭିଡ ଓ୍ବାର୍ଣ୍ଣର

35ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ କୋଲକାତା ନାଇଟରାଇଡର୍ସ ସୁପରଓଭରରେ ପରାଜିତ କରିଛି । ଏହି ମ୍ୟାଚରେ ପରାଜୟ ପରେ ଓ୍ବାର୍ଣ୍ଣର କହିଛନ୍ତି ଯେ,ଖେଳକୁ ଫିନିସ କରିବାର ଥିଲା । 2-3ଥର ଏପରି କରିବାରେ ବିଫଳ ହୋଇଛୁ ।

warner-regrets-not-finishing-the-match
warner-regrets-not-finishing-the-match
author img

By

Published : Oct 19, 2020, 12:44 PM IST

Updated : Oct 19, 2020, 1:03 PM IST

ଆବୁଧାବି: ଲିଗ୍‌ର 35ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ କୋଲକାତା ନାଇଟରାଇଡର୍ସ ସୁପରଓଭରରେ ପରାଜିତ କରିଛି । ଏହି ମ୍ୟାଚରେ ପରାଜୟ ପରେ ହାଇଦ୍ରାବାଦ ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମ୍ୟାଚ ପରେ ଓ୍ବାର୍ଣ୍ଣର କହିଛନ୍ତି ଯେ, ମୁଁ କେଉଁଠାରୁ ଆରମ୍ଭ କରିବି ଜାଣି ପାରୁନି । ଆମେ ମଧ୍ୟ ଓଭରରେ ବେଶୀ ରନ୍‌ ଦେଇଥିଲୁ । ଖେଳକୁ ଫିନିସ କରିବାର ଥିଲା । 2-3ଥର ଏପରି କରିବାରେ ବିଫଳ ହୋଇଛୁ ।

ଆହୁରି ମଧ୍ୟ ସେ କହିଛନ୍ତି, ଆମେ ପୁଣି ଗୁରୁତ୍ତ୍ବପୂର୍ଣ୍ଣ ସମୟରେ ଓ୍ବିକେଟ ହରାଇଥିଲୁ ।

ରବିବାର 1ମ ମ୍ୟାଚରେ କେକେଆର ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦକୁ 164ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ସନରାଇଜର୍ସ ହାଇଦ୍ରାବାଦ ଟିମ ନିର୍ଦ୍ଧାରିତ ଓଭରରେ 6ଓ୍ବିକେଟ ହରାଇ 163ରନ୍‌ ହାସଲ କରି ମ୍ୟାଚକୁ ଡ୍ର ରଖିଥିଲା । ଏହାପରେ ସୁପରଓଭରରେ ହାଇଦ୍ରାବାଦ 2ଓ୍ବିକେଟ ହରାଇ ମାତ୍ର ରନ୍‌ ସଂଗ୍ରହ କରିଥିଲା । କୋଲକାତା ବିନା ଓ୍ବିକେଟ ହରାଇ 3ରନ୍‌ ସଂଗ୍ରହ କରି ମ୍ୟାଚ ନିଜ ନାଁରେ କରିଥିଲା ।

Last Updated : Oct 19, 2020, 1:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.