ଦୁବାଇ: ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ ମେଣ୍ଟର ଭିଭିଏସ ଲକ୍ଷ୍ମଣ ଖାଲି ଷ୍ଟାଡିୟମରେ ଆଇପିଏଲ ମ୍ୟାଚକୁ ନେଇ ମତ ରଖିଛନ୍ତି । ତାଙ୍କର ଆଶା ଅଛି କୋଭିଡ-19 ମହାମାରୀ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗର ସ୍ତରରେ କୌଣସି ପ୍ରଭାବ ପଡିବ ନାହିଁ ।
ସେ କହିଛନ୍ତି, ମୁଁ ଖେଳର ସମସ୍ତ ପ୍ରଶଂସକଙ୍କୁ ଆଶ୍ବସ୍ତି ଦେଉଛି ଷ୍ଟାଡିୟମରେ ଦର୍ଶକ ବିନାବି ଟୁର୍ଣ୍ଣାମେଣ୍ଟର ଆନନ୍ଦ ନେଇ ପାରିବେ । ଖେଳର ଗୁଣବତ୍ତାରେ ବି କୌଣସି ପ୍ରଭାବ ପଡିବ ନାହିଁ ।
ଦୁବାଇର ପିଚ ଧୀମା ଥିବାରୁ ଟିକେ ଚିନ୍ତା ପ୍ରକାଶ କରିଛନ୍ତି ଲକ୍ଷ୍ମଣ ।
-
🇦🇪 we have arrived !
— SunRisers Hyderabad (@SunRisers) August 24, 2020 " class="align-text-top noRightClick twitterSection" data="
The Risers have checked in at the scenic @AnantaraDubai , the best place to spend quarantine 🙌
Stay tuned to all the #QuarantimeDiaries 😁#OrangeArmy #Dream11IPL2020 pic.twitter.com/VccYrpWYqz
">🇦🇪 we have arrived !
— SunRisers Hyderabad (@SunRisers) August 24, 2020
The Risers have checked in at the scenic @AnantaraDubai , the best place to spend quarantine 🙌
Stay tuned to all the #QuarantimeDiaries 😁#OrangeArmy #Dream11IPL2020 pic.twitter.com/VccYrpWYqz🇦🇪 we have arrived !
— SunRisers Hyderabad (@SunRisers) August 24, 2020
The Risers have checked in at the scenic @AnantaraDubai , the best place to spend quarantine 🙌
Stay tuned to all the #QuarantimeDiaries 😁#OrangeArmy #Dream11IPL2020 pic.twitter.com/VccYrpWYqz
ସୂଚନାଥାଉକି ହାଇଦ୍ରାବାଦ ଖେଳାଳି ରବିବାର ଦିନ ଦୁବାଇରେ ପହଞ୍ଚିଛନ୍ତି । ଭିଭିଏସ ଆହୁରି ମଧ୍ୟ କହିଛନ୍ତି , ନିଲାମ ପ୍ରକ୍ରିୟାରେ ଯୁବ ଖେଳାଳିଙ୍କୁ ଜାଣିଶୁଣି ଟିମରେ ସାମିଲ କରାଯାଇଛି । କାରଣ ସେମାନେ ଘରୋଇ କ୍ରିକେଟର ସାନଦାର ପ୍ରଦର୍ଶନ କରିଛନ୍ତି ।