ହାଇଦ୍ରାବାଦ: ପ୍ରକାଶ ପାଇଛି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣର ମ୍ୟାଚ ସୂଚୀ । 2020 ଆଇପିଏଲ ଆଗାମୀ ମାର୍ଚ୍ଚ 29ରୁ ଆରମ୍ଭ ହେବ । ପ୍ରକାଶିତ ତାଲିକାରେ ଲିଗ ପର୍ଯ୍ୟାୟ 50 ଦିନ ଖେଳାଯିବ । ପୂର୍ବବର୍ଷ ଏହା 44ଦିନ ରହିଥିଲା । ଶନିବାର ଦିନ ଚଳିତ ଥର ଗୋଟିଏ ମ୍ୟାଚ ରହିଛି । ଫଳରେ ଅଧିକ ଗୋଟିଏ ସପ୍ତାହ ଲିଗ ପର୍ଯ୍ୟାୟ ଖେଳାଯିବ ।
![IPL 2020 schedule](https://etvbharatimages.akamaized.net/etvbharat/prod-images/6089211_ggg.jpg)
![IPL 2020 schedule](https://etvbharatimages.akamaized.net/etvbharat/prod-images/6089211_yyyyy.jpg)
ଆଇପିଏଲ 2020ର ମ୍ୟାଚ ସୂଚୀ: