ETV Bharat / sports

ମୁମ୍ବାଇ ଫ୍ୟାନ୍ସଙ୍କୁ ଝଟକା, ଆଇପିଏଲ ଖେଳିବେନି ମାଲିଙ୍ଗା

ମାଲଙ୍ଗା କହିଛନ୍ତି ଯେ ସେ ଶ୍ରୀଲଙ୍କାରେ ନିଜ ପରିବାର ସହିତ ରହିବାକୁ ଚାହୁଁଛନ୍ତି ।

author img

By

Published : Sep 3, 2020, 5:56 AM IST

ମୁମ୍ବାଇ ଫ୍ୟାନ୍ସଙ୍କୁ ଝଟକା, ଆଇପିଏଲ ଖେଳିବେ ନାହିଁ ମାଲିଙ୍ଗା

ମୁମ୍ବାଇ: ଷ୍ଟାର ପେସର୍ ଲାସିଥ୍ ମାଲିଙ୍ଗା ବୁଧବାର ଇଣ୍ଡିଆନ୍ ପ୍ରିମିୟର ଲିଗର 2020 ସିଜନ୍ ପାଇଁ ନିଜକୁ ଅନୁପଲବ୍ଧ ଘୋଷଣା କରିଛନ୍ତି । ୟୁଏଇରେ ଆଇପିଏଲର 13 ତମ ସଂସ୍କରଣ ଅନୁଷ୍ଠିତ ହେବ । ମାଲଙ୍ଗା କହିଛନ୍ତି ଯେ ସେ ଶ୍ରୀଲଙ୍କାରେ ନିଜ ପରିବାର ସହିତ ରହିବାକୁ ଚାହୁଁଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ଅଷ୍ଟ୍ରେଲୀୟ ପେସର୍ ଜେମ୍ସ ପ୍ୟାଟିନସନ ଆସନ୍ତା ଆଇପିଏଲ୍ ପାଇଁ ମାଲିଙ୍ଗାଙ୍କ ସ୍ଥାନ ଖେଳାଇବ ବୋଲି ଘୋଷଣା କରିଛି । MI ମାଲିକ ଆକାଶ ଅମ୍ବାନୀ କହିଛନ୍ତି ଯେ, ଜେମ୍ସ ଆମ ପାଇଁ ସଠିକ୍ ଏବଂ ଆମ ପେସ୍ ଆଟାକ୍ ବିକଳ୍ପରେ ସେ ବିଶେଷ ଭୂମିକା ଗ୍ରହଣ କରିବେ । ମାଲିଙ୍ଗ ଜଣେ କିମ୍ବଦନ୍ତୀ ଖେଳାଳି ଏବଂ ଆମର ଶକ୍ତି । ଏହି ସିଜିନ ଆମେ ଆମେ ଲାସିଥ ମାଲିଙ୍ଗାଙ୍କୁ ହରାଇବୁ ବୋଲି କେବେ କଳ୍ପନା କରି ନଥିଲୁ ବୋଲି ଆକାଶ କହିଛନ୍ତି । ତେବେ ମାଲିଙ୍ଗା ତାଙ୍କ ଘରକୁ ଅଧିକ ସମୟ ଦେବା ଉଚିତ୍‌ ବୋଲି ସେ କହିଛନ୍ତି ।

ଆଇପିଏଲରେ ସର୍ବାଧିକ ୱିକେଟ ଅକ୍ତିଆର ତାଲିକାରେ ମାଲିଙ୍ଗାଙ୍କ ନାମ ପ୍ରଥମରେ ରହିଛି । ସେ 2009 ରେ ଆଇପିଏଲ୍ ଡେବ୍ୟୁ କରିଥିଲେ । 122 ମ୍ୟାଚରେ ସେ ହାରାହାରି 19.80 ରେ 170 ୱିକେଟ୍ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.