ETV Bharat / sports

ଆଇପିଏଲ 2020: 5 ଖରାପ ବୋଲିଂ ପ୍ରଦର୍ଶନ

author img

By

Published : Oct 26, 2020, 11:03 PM IST

ନଜର ପକାନ୍ତୁ ଆଇପିଏଲ 2020ରେ ଏଯାବତ 5ଟି ଖରାପ ବୋଲିଂ ପ୍ରଦର୍ଶନ ଉପରେ...

IPL 2020: Five worst bowling figures till now
ଆଇପିଏଲ 2020: 5 ଖରାପ ବୋଲିଂ ପ୍ରଦର୍ଶନ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସଂସ୍କରଣ କାଗିସୋ ରବାଡାଙ୍କ ଅବିଶ୍ବସନୀୟ ବୋଲିଂ ପ୍ରଦର୍ଶନର ସାକ୍ଷୀ ପାଲଟିଛି । ଆନରିଚ ନର୍ଟଜେ ଓ ମହମ୍ମଦ ସିରାଜ ମଧ୍ୟ ରେକର୍ଡର ଅଧିକାରୀ ହୋଇଛନ୍ତି ।

ତେବେ ଆଇପିଏଲ 2020ର 46ଟି ମୁକାବିଲା ଖେଳାଯାଇ ସାରିଥିବାବେଳେ, ନଜର ପକାନ୍ତୁ 5ଟି ଖରାପ ବୋଲିଂ ପ୍ରଦର୍ଶନ ଉପରେ...

IPL 2020: Five worst bowling figures till now
ସିଦ୍ଧାର୍ଥ କୌଲ

ସିଦ୍ଧାର୍ଥ କୌଲ(ସନରାଇଜର୍ସ ହାଇଦ୍ରାବାଦ)

ଅକ୍ଟୋବର 4ରେ , ମ୍ୟାଚ ନମ୍ବର 17 ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାାଯାଇଥିଲା । କୌଲ ଏହି ମ୍ୟାଚରେ 4 ଓଭରରେ 64 ରନ ବ୍ୟୟ କରିଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚରେ 208/5 ସ୍କୋର କରିଥିଲା ।

ଅଙ୍କିତ ରାଜପୁତ(ରାଜସ୍ଥାନ ରୟାଲ୍ସ)

ଅକ୍ଟୋବର 25ରେ ଖେଳାଯାଇଥିବା ମ୍ୟାଚ ନମ୍ବର 46ରେ ଅଙ୍କିତ ମୁମ୍ବାଇ ଇଣ୍ଡିଆନ୍ ବିପକ୍ଷରେ 4 ଓଭରରେ 60 ରନ ବ୍ୟୟ କରିଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ 195/5 ସ୍କୋର କରିଥିଲା । ମୁମ୍ବାଇ ପକ୍ଷୁ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ । ତେବେ ବେନ ଷ୍ଟୋକ୍ସଙ୍କ ଶତକୀୟ ଇଂନିସ ବଳରେ ରାଜସ୍ଥାନ 10 ବଲ ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।

କ୍ରିସ ଜୋର୍ଡାନ

ଡେଲ ଷ୍ଟେନ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)

ଅନ୍ତର୍ଜାତୀୟ କ୍ରିକେଟର ପ୍ରମୁଖ ବୋଲର ଷ୍ଟେନ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ 4 ଓଭରରେ 57 ରନ ବ୍ୟୟ କରିଥିଲେ । ସେପ୍ଟେମ୍ବର 24ରେ ମ୍ୟାଚ ନମ୍ବର 6ରେ ଷ୍ଟେନ ଏହି ଅଲୋଡା ରେକର୍ଡର ଅଧିକାରୀ ହୋଇଥିଲେ । ପଞ୍ଜାବ, ଆରସିବି ସାମ୍ନାରେ 207 ରନ ବିଜୟ ଲକ୍ଷ୍ୟ ରଖିଥିଲା । ତେବେ ଆରସିବି ମାତ୍ର 109 ରନରେ ସୀମିତ ରହିଥିଲା ।

କ୍ରିସ ଜୋର୍ଡାନ(କିଙ୍ଗ୍ସ ଇଲେଭନ ପଞ୍ଜାବ)

ଜୋର୍ଡାନ ସେପ୍ଟେମ୍ବର 20ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ 4 ଓଭରରେ 56 ରନ ବ୍ୟୟ କରିଥିଲେ । ଫଳରେ ଦିଲ୍ଲୀ 20 ଓଭରରେ 157/8 ସ୍କୋର କରିଥିଲା ।

ଲୁଙ୍ଗି ନିଙ୍ଗିଡି(ଚେନ୍ନାଇ ସୁପର କିଙ୍ଗ୍ସ)

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସେପ୍ଟେମ୍ବର 22ରେ ମ୍ୟାଚ ନମ୍ବର 4ରେ 4 ଓଭରରେ 56 ରନ ବ୍ୟୟ କରିଥିଲେ । ଫଳରେ ରାଜସ୍ଥାନ 216/7 ସ୍କୋର କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.