ETV Bharat / sports

ଆଇପିଏଲ 2020: ଦିଲ୍ଲୀ ବିପକ୍ଷରେ ପ୍ରଥମେ ବୋଲିଂ କରିବ ଚେନ୍ନାଇ

author img

By

Published : Sep 25, 2020, 7:28 PM IST

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ସିଏସକେ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

IPL 2020: Chennai Super Kings won the toss and opt to bowl first
ଆଇପିଏଲ 2020: ଦିଲ୍ଲୀ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

ଦୁବାଇ: ଆଜି ଖେଳାଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ସପ୍ତମ ମ୍ୟାଚ । 3 ଥର ଆଇପିଏଲ ଚମ୍ପିଆନ ରହିସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ସହ ଶ୍ରେୟସ ଆୟରଙ୍କ ଯୁବ ଟିମ ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ହେବ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ, ଦୁବାଇରେ ଏହି ମ୍ୟାଚ ଖେଳାଯାଉଛି ।

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ସିଏସକେ କ୍ୟାପଟେନ ମହେନ୍ଦ୍ରସିଂ ଧୋନି । ଫଳରେ ପ୍ରଥମେ ବ୍ୟାଟିଂ କରିବା ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ବିଜୟ ଟ୍ରାକକୁ ଫେରିବା ଲକ୍ଷ୍ୟରେ ରହିବ ଧୋନିଙ୍କ ସୁପର କିଙ୍ଗ୍ସ ।

ଚୁଡାନ୍ତ ଏକାଦଶ

ଚେନ୍ନାଇ ସୁପର କିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନି(କ୍ୟାପଟେନ), ମୁରଲି ବିଜୟ, ଫାଫ ଡୁ ପ୍ଲେସିସ, ସେନ ୱାଟସନ, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ଦିପକ ଚହର, ପିୟୁସ ଚାୱଲା, ଜସ ହେଜେଲଉଡ, ସାମ କରନ, ରୁତୁରାଜ ଗାଏକ୍ବାଡ ।

ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ ଆୟର(କ୍ୟାପଟେନ), ଶିଖର ଧାୱନ, ପୃଥ୍ବୀ ଶ, ସିମ୍ରନ ହେଟମେୟର, ଅମିତ ମିଶ୍ର, ଋଷଭ ପନ୍ତ(ୱିକେଟ କିପର), ମାର୍କସ ଷ୍ଟୋଇନିସ, ଅକ୍ସର ପଟେଲ, ଏ ଖାନ, ଅନରିଚ ନର୍ଟଜେ, କାଗିସୋ ରବାଡା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.