ETV Bharat / sports

2020 ଆଇପିଏଲ ନିଲାମ: ଦିଲ୍ଲୀ କ୍ୟାପିଟାଲ୍ସ ଟାର୍ଗେଟରେ ଏହି 3 ଖେଳାଳି!

2020 ଆଇପିଏଲ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମ, ୱେଷ୍ଟଇଣ୍ଡିଜ ପାୱର ହିଟର ସେଲଡନ କଟ୍ରେଲ, ବେଙ୍ଗଲ କ୍ରିକେଟର 21 ବର୍ଷୀୟ ଇଶାନ ପୋରେଲଙ୍କୁ ଦଳରେ ସାମିଲ ପାଇଁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି। ଅଧିକ ପଢନ୍ତୁ...

author img

By

Published : Dec 16, 2019, 11:17 PM IST

ଦିଲ୍ଲୀ କ୍ୟାପିଟାଲ୍ସ
ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଆଇପିଏଲର ଗତ ସଂସ୍କରଣରେ ସଫଳ ପ୍ରଦର୍ଶନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ସେମିଫାଇନାଲ ପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରିଥିଲା ଏହି ଯୁବ ଦଳ। ଟୁର୍ଣ୍ଣାମେଣ୍ଟ ଆମ୍ଭରୁ ଅନେକ ଦିଲ୍ଲୀ କ୍ୟାପଟାଲ୍ସର ପ୍ରଦର୍ଶନକୁ ଦେଖି ଚମ୍ପିଆନ ହେବ ବୋଲି ଆକଳନ କରିଥିଲେ। ମାତ୍ର ସବୁ ଭୁଲ ପ୍ରମାଣିତ ହୋଇଥିଲା। ଫାଇନାଲରେ ଚେନ୍ନାଇ ବିପକ୍ଷରେ ରୋମାଞ୍ଚକର ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ବାଜିମାତ କରିଥିଲା।

2020 ଆଇପିଏଲ ପାଇଁ ନିଲାମ ପ୍ରକିୟା ନୂଆକରି ହେବାକୁ ଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମ(ପ୍ରାଥମିକ ଦର 50.00 ଲକ୍ଷ୍ୟ), ୱେଷ୍ଟଇଣ୍ଡିଜ ପାୱର ହିଟର ସେଲଡନ କଟ୍ରେଲ(ପ୍ରାଥମିକ ଦର 50.00 ଲକ୍ଷ୍ୟ) ଓ 21 ବର୍ଷୀୟ ଇଶାନ ପୋରେଲ(ପ୍ରାଥମିକ ମୁଲ୍ୟ 20.00 ଲକ୍ଷ୍ୟ)ଙ୍କୁ ଦଳରେ ସାମିଲ ପାଇଁ ଚେଷ୍ଟା କରିବ ବୋଲି ଖବର ମିଳିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.