ETV Bharat / sports

IPL 13: ଜାଣନ୍ତୁ କଣ ହେବ, ଯଦି କୌଣସି ଖେଳାଳି ବାୟୋ-ବବୁଲ୍ ନିୟମ ଉଲ୍ଲଙ୍ଘନ କରନ୍ତି ?

author img

By

Published : Oct 1, 2020, 10:44 PM IST

ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ଏବଂ ସେମାନଙ୍କ ଦଳରୁ ବହିଷ୍କାରର ସମ୍ମୁଖୀନ ହେବେ, ଯଦି ସେମାନେ ଆଇପିଏଲ ପାଇଁ ପ୍ରସ୍ତୁତ ବାୟୋ-ବବୁଲକୁ ଖଣ୍ଡନ କରନ୍ତି ।

IPL 13: ଜାଣନ୍ତୁ କଣ ହେବ, ଯଦି କୌଣସି ଖେଳାଳି ବାୟୋ-ବବୁଲ୍ ନିୟମ ଉଲ୍ଲଂଘନ କରନ୍ତି ?

ହାଇଦ୍ରାବାଦ: ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ଏବଂ ସେମାନଙ୍କ ଦଳରୁ ବହିଷ୍କାରର ସମ୍ମୁଖୀନ ହେବେ, ଯଦି ସେମାନେ ଆଇପିଏଲ ପାଇଁ ପ୍ରସ୍ତୁତ ବାୟୋ-ବବୁଲକୁ ଖଣ୍ଡନ କରନ୍ତି । ଏଥି ସହିତ ନିୟମ ଉଲ୍ଲଙ୍ଘନ ପାଇଁ ଏକ ପଏଣ୍ଟ ହରାଇବା ସହିତ 1 କୋଟି ଟଙ୍କା ଜୋରିମାନା ଦେବାକୁ ପଡିବ ଉକ୍ତ ଖେଳାଳିଙ୍କୁ ।

ବିସିସିଆଇ ଦ୍ୱାରା ଅଂଶଗ୍ରହଣ କରିଥିବା ସମସ୍ତ 8 ଟି ଫ୍ରାଞ୍ଚାଇଜକୁ ପଠାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ, ଯଦି ଜଣେ ଖେଳାଳି ବବୁଲରୁ “ଅନଧିକୃତ ପ୍ରବେଶ କିମ୍ବା ପ୍ରସ୍ଥାନ କରିଥାଏ”, ତେବେ ଉକ୍ତ ଖେଳାଳିଙ୍କୁ 6 ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଏଥି ସହିତ ଗୋଟିଏ ମ୍ୟାଚ୍ ସ୍ଥଗିତାଦେଶ ହେବ ସହ ତାଙ୍କୁ ଟୁର୍ନାମେଣ୍ଟରୁ ହଟାଇ ଦିଆଯିବ ଏବଂ ତାଙ୍କ ବଦଳରେ କୌଣସି ଖେଳାଳି ସ୍ଥାନ ପାଇବେ ନାହିଁ ।

ସେହିପରି ଖେଳାଳିମାନଙ୍କୁ ସେମାନଙ୍କର ଦୈନନ୍ଦିନ ସ୍ୱାସ୍ଥ୍ୟ ପାସପୋର୍ଟ ପୂରଣ ନକରିବା, ଜିପିଏସ୍ ଟ୍ରାକର ନ ପିନ୍ଧିବା ପାଇଁ 3000 AED (60,000 ଟଙ୍କା) ଜରିମାନା କରାଯାଇପାରେ । ସମାନ ନିୟମ ପରିବାର ସଦସ୍ୟ ଏବଂ ଟିମ ଅଫିସିଆଲ୍ସଙ୍କ ପାଇଁ ପ୍ରଯୁଜ୍ୟ । ୟୁଏଇରେ ପ୍ରତି ପଞ୍ଚମ ଦିନରେ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ କୋଭିଡ ପରୀକ୍ଷା କରାଯାଉଛି । କଠୋର ବାୟୋ-ବବୁଲ ଭଙ୍ଗ ନହେବା ପାଇଁ ଦଳର ଅଧିକାରୀମାନେ ଅତ୍ୟନ୍ତ ଯତ୍ନବାନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.