ETV Bharat / sports

ଆଇପିଏଲ 2020: ଟସ୍ ଜିତି ପଞ୍ଜାବକୁ ହାଇଦ୍ରାବାଦର ବ୍ୟାଟିଂ ଆମନ୍ତ୍ରଣ - କିଙ୍ଗ୍ସ ଇଲେଭେନ ପଞ୍ଜାବ vs ସନରାଇଜର୍ସ ହାଇଦ୍ରାବାଦ ସ୍କ୍ବାଡ ଅପଡେଟ

ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ କେଏଲ ରାହୁଲଙ୍କ କିଙ୍ଗ୍ସ ଇଲେଭେନ ପଞ୍ଜାବ ।

IPL 13: KXIP vs SRH, SRH won the toss opt to field first
ଆଇପିଏଲ 2020: ଟସ୍ ଜିତି ପଞ୍ଜାବକୁ ହାଇଦ୍ରାବାଦର ବ୍ୟାଟିଂ ଆମନ୍ତ୍ରଣ
author img

By

Published : Oct 24, 2020, 7:33 PM IST

ଦୁବାଇ: ଆଇପିଏଲ-13ର 43ତମ ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି ।

IPL 13: KXIP vs SRH, SRH won the toss opt to field first
ସନରାଇଜର୍ସ ହାଇଦ୍ରାବାଦ vs କିଙ୍ଗ୍ସ ଇଲେଭେନ ପଞ୍ଜାବ

ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ କେଏଲ ରାହୁଲଙ୍କ କିଙ୍ଗ୍ସ ଇଲେଭେନ ପଞ୍ଜାବ ।

ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର ଟିମରେ ଗୋଟିଏ ପରିବର୍ତ୍ତନ କରିଛନ୍ତି । ଶାହବାଜ ନଦୀମଙ୍କ ସ୍ଥାନରେ ଖଲିଲ ଅହମ୍ମଦଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିଛନ୍ତି । ଅନ୍ୟପଟେ ପଞ୍ଜାବ ଟିମରେ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ମନ୍ଦୀପ ସିଂ ଓ ଜେମ୍ସ ନିଶାମଙ୍କ ସ୍ଥାନରେ କ୍ରିସ ଜୋର୍ଡାନଙ୍କୁ ସ୍ଥାନ ମିଳିଛି ।

ସନରାଇଜର୍ସ ହାଇଦ୍ରାବାଦ(ଚୂଡାନ୍ତ ଏକାଦଶ): ଡେଭିଡ ୱାର୍ଣ୍ଣର, ପ୍ରିୟମ ଗର୍ଗ, ମନୀଷ ପାଣ୍ଡେ, ବିଜୟ ଶଙ୍କର, ଅବଦୁଲ ସମାଦ, ଜେସନ ହୋଲ୍ଡର, ରସିଦ ଖାନ, ସନ୍ଦୀପ ଶର୍ମା, ଟି.ନଟରାଜନ, ଖଲିଲ ଅହମ୍ମଦ ।

କିଙ୍ଗ୍ସ ଇଲେଭେନ ପଞ୍ଜାବ(ଚୂଡାନ୍ତ ଏକାଦଶ): କେଏଲ ରାହୁଲ(କ୍ୟାପଟେନ), ମନଦୀପ ସିଂ, ନିକୋଲାସ ପୁରୋନ, ଗ୍ଳେନ ମାକ୍ସୱେଲ, ଦୀପକ ହୁଡ୍ଡା, ମୁରୁଗାଁ ଅଶ୍ବିନୀ, ମହମ୍ମଦ ସାମି, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, କ୍ରିସ ଜୋର୍ଡାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.