ETV Bharat / sports

ଆଇପିଏଲ ଇତିହାସରେ ଦୃତ 2000 ରନ ପୂରଣ କଲେ ରାହୁଲ

author img

By

Published : Sep 24, 2020, 11:09 PM IST

ତାଙ୍କର 60 ତମ ଇନିଂସରେ ଏହି ନମ୍ବରକୁ ଛୁଇଁ ସେ ପୂର୍ବରୁ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଦ୍ୱାରା ରେକର୍ଡ ଭାଙ୍ଗିଛନ୍ତି । ମୋଟ ଉପରେ କ୍ରିସ୍ ଗେଲ୍ ଲିଗର ଦ୍ରୁତତମ 2,000 ରନ୍ ସ୍କୋର କରିବାର ଚାର୍ଟରେ ଶୀର୍ଷରେ ରହିଛନ୍ତି ।

ଆଇପିଏଲ ଇତିହାସରେ ଦୃତ ଦୁଇ ହାଜର ରନ ପୂରଣ କରିବାରେ ପ୍ରଥମ ଭାରତୀୟ କେଏଲ୍ ରାହୁଲ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗରେ 2000 ରନ୍ ମାଇଲଖୁଣ୍ଟ ହାସଲ କରିବାରେ କିଙ୍ଗସ୍ ଏକାଦଶ ପଞ୍ଜାବ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ଡାହାଣହାତୀ ଏହି ସଫଳତା ହାସଲ କରିଛନ୍ତି ।

ତାଙ୍କର 60 ତମ ଇନିଂସରେ ଏହି ନମ୍ବରକୁ ଛୁଇଁ ସେ ପୂର୍ବରୁ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଦ୍ୱାରା ରେକର୍ଡ ଭାଙ୍ଗିଛନ୍ତି । ମୋଟ ଉପରେ କ୍ରିସ୍ ଗେଲ୍ ଲିଗର ଦ୍ରୁତତମ 2,000 ରନ୍ ସ୍କୋର କରିବାର ଚାର୍ଟରେ ଶୀର୍ଷରେ ରହିଛନ୍ତି ।

ଆଜି ଖେଳାଯାଉଛି ଆଇପିଏଲର 6ଷଷ୍ଠ ମ୍ୟାଚ । ଦୁବାଇ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଭେଟୁଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ ଆରସିବି ଅଧିନାୟକ ବିରାଟ କୋହଲି । ଫଳରେ ପ୍ରଥମ ପାଳିରେ କିଙ୍ଗ୍ସ ଏକାଦଶ ପଞ୍ଜାବ ନିର୍ଦ୍ଧାରିତ 20 ଓଭରରେ 206ରନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.