ETV Bharat / sports

'ମୁଁ 3ୟ ନଂରେ ବ୍ୟାଟିଂ କରିବାକୁ ପସନ୍ଦ କରିବି'

author img

By

Published : Feb 1, 2020, 12:01 AM IST

5-6କ୍ରମରେ ବ୍ୟାଟିଂ କରିବାରେ କୌଣସି ଫରକ ପଡେ ନାହିଁ । ଟିମକୁ ଆବଶ୍ୟକତା ଥିଲା ତଳ କ୍ରମରେ ବ୍ୟାଟିଂ କରିବାର, ମୁଁ କଲି । ମୋ ହିସାବରେ ମତେ ଏହି ଦାୟିତ୍ବ ପାଇଁ ପ୍ରସ୍ତୁତ ହେବା ଦରକାର । କିନ୍ତୁ ମୁଁ ଏବେ 3ୟ ନଂରେ ବ୍ୟାଟିଂ କରିବାକୁ ପସନ୍ଦ କରିବି ।

manish pandey
manish pandey

ୱେଲିଂଟନ: ଭାରତ କ୍ରମାଗତ2ଟି ମ୍ୟାଚରେ ସୁପର ଓଭରରେ ବିଜୟ ହାସଲ କରିଛି । ତେବେ ଏହା ପରେ ମନୀଷ ପାଣ୍ଡେ କହିଛନ୍ତି ୟେ, କୌଣସି ମ୍ୟାଚର ଶେଷ ବଲ୍‌ରେ ବି ହାର ମାନିବୁ ନାହିଁ । ମ୍ୟାଚ ପର ସମ୍ବାଦିକ ସମ୍ମିଳନୀରେ ମନୀଷ ପାଣ୍ଡେ କହିଛନ୍ତି ।

manish pandey
ମନୀଷ ପାଣ୍ଡେଙ୍କ ବ୍ୟାଟିଂ ସାରାଂଶ

ସେ କହିଛନ୍ତି ଯେ, ଭାରତ ବିଜୟର ମନ୍ତ୍ର ହେଲା ଦଳ କୌଣସି କ୍ଷଣରେ ବି ପରାଜୟ ମାନି ନଥାଏ । କେବେଳ ଏହି 2ଟି ମ୍ୟାଚରେ ନୁହେଁ ଆମେ କୌଣସି ବି ମ୍ୟାଚର ଶେଷ ବଲ୍‌ ଯାଏଁ ହାର ମାନିନଥାଉ । ଯଦି ଏହି ମାନସିକତା ନେଇ ଖେଳିବ ତାହାହେଲେ ସୁପରଓଭରର ସ୍ଥିତ ମିଳିବ ଓ ବିଜୟର ସୁଯୋଗ ରହିବ । ଆମେ 5ମ ମ୍ୟାଚରେ ଚେଷ୍ଟା କରିବୁ ନ୍ୟୁଜିଲାଣ୍ଡକୁ ପରାସ୍ତ କରି କ୍ଲିନ୍‌ ସୁଇପ କରିବାର ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ମଧ୍ୟ ଓଭରରେ ଲାଗିଥିଲା ମ୍ୟାଚ ଆମ ହାତରୁ ଖସି ଯାଇଛି । କିନ୍ତୁ ଶେଷ ଓଭରର ଆଡକୁ ଲାଗିଥିଲା ମ୍ୟାଚକୁ ସୁପରଓଭର ଯାଏଁ ନେଇ ପାରିବୁ ।

ମନୀଷ ପାଣ୍ଡେ ନିଜର ବ୍ୟାଟିଂକୁ ନେଇ କହିଥିଲେ ୟେ, 5-6କ୍ରମରେ ବ୍ୟାଟିଂ କରିବାରେ କୌଣସି ଫରକ ପଡେ ନାହିଁ । ଟିମକୁ ଆବଶ୍ୟକତା ଥିଲା ତଳ କ୍ରମରେ ବ୍ୟାଟିଂ କରିବାର ,ମୁଁ କଲି । ମୋ ହିସାବରେ ମତେ ଏହି ଦାୟିତ୍ବ ପାଇଁ ପ୍ରସ୍ତୁତ ହେବା ଦରକାର । କିନ୍ତୁ ମୁଁ ଏବେ 3ୟ ନଂରେ ବ୍ୟାଟିଂ କରିବାକୁ ପସନ୍ଦ କରିବି ।

ମନୀଷ ପାଣ୍ଡେ 4ର୍ଥ ଟି-20ରେ ଭାରତ ପାଇଁ ଅର୍ଦ୍ଧଶତକ ପାଳି ଖେଳିଥିଲେ । ସୂଚନାଥାଉକି, ୱେଲିଂଟନରେ 166 ରନର ବିଜୟ ଲକ୍ଷ୍ୟକୁ ପିଛା ନ୍ୟୁଜିଲାଣ୍ଡ ଭାରତର ସ୍କୋର ସହ ବରାବରରେ ଅଟକିଯାଇଥିଲା । ଏହାପରେ ମ୍ୟାଚ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ 13 ରନ କରିବାକୁ ସମର୍ଥ ହୋଇଥିଲା ଘରୋଇ ଦଳ । ତେବେ 14 ରନର ଟାର୍ଗେଟକୁ ସହଜରେ ହାସଲ କରିନେଇ ଭାରତୀୟ ଦଳ ସିରିଜରେ ଅପରାଜେୟ ରହିଛି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.