ETV Bharat / sports

ଚେନ୍ନାଇ ଟେଷ୍ଟ, ପ୍ରଥମ ଦିନ: ରୁଟ୍‌ଙ୍କ ଶତକ, ଇଂଲଣ୍ଡ 263/3 - ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ

ଚେନ୍ନାଇ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ 263/3 । କ୍ୟାପଟେନ ରୁଟ୍‌ଙ୍କ ଅପରାଜିତ ଶତକ । ଅଧିକ ପଢନ୍ତୁ...

INDvsENG, 1st test, Day1 Stumps:  Root ton helps England take upper hand
ଚେନ୍ନାଇ ଟେଷ୍ଟ, ପ୍ରଥମ ଦିନ: ରୁଟ୍‌ଙ୍କ ଶତକ, ଇଂଲଣ୍ଡ 263/3
author img

By

Published : Feb 5, 2021, 5:22 PM IST

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ଟସ ଜିତି ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା କ୍ୟାପଟେନ ରୁଟ୍‌ଙ୍କ ଅପରାଜିତ ଶତକୀୟ ଇଂନିସ ବଳରେ ଇଂଲଣ୍ଡ 3 ୱିକେଟ ହରାଇ 263 ରନ ସଂଗ୍ରହ କରିବା ସହ ଦୃଢ ସ୍ଥିତିରେ ରହିଛି ।

INDvsENG, 1st test, Day1 Stumps:  Root ton helps England take upper hand
ଜୋ ରୁଟ୍‌

ରୁଟ୍‌, 14 ଚୌକା ଓ ଗୋଟିଏ ଛକା ସହାୟତରେ 128 ରନରେ ଅପରାଜିତ ପ୍ୟାଭିଲିୟନ ଫେରିଛନ୍ତି । ଡୋମିନିକ ସିବଲେ ତୃତୀୟ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ । ପୂର୍ବରୁ ରରି ବର୍ଣ୍ଣସ 33 ରନରେ ଖେଳୁଥିବାବେଳେ ଅଶ୍ବିନର ଶିକାର ହୋଇଥିଲେ । ଡାନିଏଲ ଲରେନ୍ସ ଓ ସିବଲେ (87)ଙ୍କ ୱିକେଟ ହାସଲ କରିଛନ୍ତି ଜଶପ୍ରୀତ ବୁମରା ।

ଟିମ ଇଣ୍ଡିଆ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.