ETV Bharat / sports

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା, ବାଦ୍‌ ପଡିଲେ ମାହି

author img

By

Published : Aug 30, 2019, 12:36 PM IST

ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ସିରିଜ ପାଇଁ ଗତକାଲି 15ଜଣିଆ ଭାରତୀୟ ଟିମ୍ ଘୋଷଣା କରିଛି ବିସିସିଆଇ। ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହୋଇଥିବା ବେଳେ, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଦଳରୁ ବାଦ୍‌ ପଡିଛନ୍ତି ।

ଡିଜାଇନ ଫଟୋ

ମୁମ୍ବାଇ: ଆସନ୍ତା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ସିରିଜ ପାଇଁ ଗତକାଲି 15ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ 15 ସେପ୍ଟେମ୍ବରରେ ଧର୍ମଶାଳା ଠାରେ ଖେଳାଯିବ।

ତେବେ ଏହି ଟିମ୍‌ରେ ଇଣ୍ଡିଜ ଗସ୍ତରୁ ବିରାମ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହୋଇଛନ୍ତି । ଅନ୍ୟପଟେ 15ଜଣିଆ ଟିମ୍‌ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବାଦ୍ ପଡିଛନ୍ତି । ଅନ୍ୟପଟେ ଭୁବନେଶ୍ବର କୁମାରଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି ।

india's squard
ଫଟୋ ସୌଜନ୍ୟ: ଟ୍ୱିଟର@BCCI
ଏହି ସିରିଜର ପ୍ରଥମ ମ୍ୟାଚ 15 ସେପ୍ଟମ୍ବରରେ ଧର୍ମଶାଳା ଠାରେ ଖେଳାଯିବ । ସେହିପରି 2ୟ ମ୍ୟାଚ 18 ସେପ୍ଟେମ୍ବର ମୋହାଲି ଓ 3ୟ ମ୍ୟାଚ 22 ସେପ୍ଟେମ୍ବର ବେଙ୍ଗାଲୁର ଠାରେ ଖେଳାଯିବ।

ଭାରତୀୟ ଟି-20ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧଓ୍ବନ, କେଏଲ୍‌ ରାହୁଲ, ଶ୍ରେୟସ ଆୟାର, ମନୀଷ ପାଣ୍ଡ୍ୟା, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା,କୃଣାଲ ପାଣ୍ଡ୍ୟା, ଓ୍ବିସିଂଟନ୍‌ ସୁନ୍ଦର, ରାହୁଲ ଚହର, ଦୀପକ ଚହର, ଖଲିଲ ଅହମ୍ମଦ, ନବଦୀପ ସାଇନି, ହାର୍ଦ୍ଦିକ ପାଣ୍ଡ୍ୟା

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.