ETV Bharat / sports

21 ବର୍ଷରେ ଭାରତୀୟ ବ୍ୟାଟିଂ ରାଇଜିଂ ଷ୍ଟାର ପୃଥ୍ବୀ ଶ - ଜୁନିୟର ଟିମ ଇଣ୍ଡିଆ କ୍ୟାପଟେନ

ଟିମ ଇଣ୍ଡିଆର ଯୁବ ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ ସୋମବାର 21 ବର୍ଷରେ ପାଦ ଥାପିଛନ୍ତି । ଅଧିକ ପଢନ୍ତୁ...

India's rising batting star Prithvi shaw turns 21 monday
21 ବର୍ଷରେ ଭାରତୀୟ ବ୍ୟାଟିଂ ରାଇଜିଂ ଷ୍ଟାର ପୃଥ୍ବୀ ଶ
author img

By

Published : Nov 9, 2020, 10:52 AM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଯୁବ ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ ସୋମବାର 21 ବର୍ଷରେ ପାଦ ଥାପିଛନ୍ତି । ଫଳରେ କ୍ରିକେଟରଙ୍କ ସହ ଅଗଣିତ ଫ୍ୟାନ୍ସ , ଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ମଧ୍ୟ ଟିମ ଇଣ୍ଡିଆର ଏହି ଯୁବ ଓପନର ବ୍ୟାଟ୍ସମ୍ୟାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି ।

ପୃଥ୍ବୀ ଶ ଙ୍କ ଚମତ୍କାର ବ୍ୟାଟିଂ ଶୈଳୀ ପାଇଁ ତାଙ୍କୁ ପରବର୍ତ୍ତୀ ସଚିନ ତେନ୍ଦୁଲକର ଭାବେ ମଧ୍ୟ ଅନେକ ସମ୍ବୋଧନ କରନ୍ତି । ମାତ୍ର 14 ବର୍ଷ ବୟସରେ ମୁମ୍ବାଇର ହାରିସ ସିଲଡରେ 546 ରନ ସଂଗ୍ରହ କରି ଚର୍ଚ୍ଚାକୁ ଆସିଥିଲେ । ପରେ ଭାରତୀୟ 19 ବର୍ଷରୁ କମ ବିଶ୍ବକପ ଟିମର କ୍ୟାପଟେନ ରହିସାରିଛନ୍ତି । ପୃଥ୍ବୀଙ୍କ ନେତୃତ୍ବରେ ବର୍ଷ 2018ରେ 19ବର୍ଷରୁ କମ ବିଶ୍ବକପ ବିଜେତା ହୋଇଛି ଜୁନିୟର ଟିମ ଇଣ୍ଡିଆ ।

ପରେ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ(ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ) ଟିମ ଫ୍ରାଞ୍ଚାଇଜ ପୃଥ୍ବୀଙ୍କୁ ଟିମରେ ସାମିଲ କରିଥିଲା ।

ନିଜର ଟେଷ୍ଟ ଡେବ୍ୟୁ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 134 ରନର ମାରାଥନ ଇଂନିସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

ବ୍ୟୁରା ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.