ETV Bharat / sports

ବଢିଲା ରବି ଶାସ୍ତ୍ରୀଙ୍କ ଦରମା - ବିରାଟ କୋହଲି

ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟକୋଚ ରବି ଶାସ୍ତ୍ରୀଙ୍କ ବାର୍ଷିକ ଆୟ 8କୋଟିରୁ 10କୋଟିକୁ ବୃଦ୍ଧି ପାଇଛି । ତେବେ ଶାସ୍ତ୍ରୀଙ୍କ ଦରମା ବୃଦ୍ଧି ପରେ ଏହି ମାମଲାରେ ସେ ଅଧିନାୟକ କୋହଲିଙ୍କୁ ପଛରେ ପକାଇଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 9, 2019, 5:43 PM IST

ମୁମ୍ବାଇ: ପୁଣି ଥରେ ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟକୋଚ ଭାବେ ଚୟନ ହୋଇଛନ୍ତି ରବି ଶାସ୍ତ୍ରୀ । ତେବେ ତାଙ୍କର କାର୍ଯ୍ୟକାଳ ଅବଧି ବଢିବା ସହ ବିସିସିଆଇ ତାଙ୍କର ଦରମା ମଧ୍ୟ ବଢାଇ ଦେଇଛି। ଏବେ ତାଙ୍କର ଦରମାରେ 20ପ୍ରତିଶତ ବୃଦ୍ଧି କରାଯାଇଛି । ଗତବର୍ଷ ଶାସ୍ତ୍ରୀଙ୍କ ବାର୍ଷିକ ଆୟ 8କୋଟି ରହିଥିଲା । ବର୍ତ୍ତମାନ ତାଙ୍କର ଦରମା ବୃଦ୍ଧି ହେବା ପରେ ବାର୍ଷିକ ଆୟ 9.5 କୋଟିରୁ 10କୋଟି ହେବ।

ତେବେ ଶାସ୍ତ୍ରୀଙ୍କ ଦରମା ବୃଦ୍ଧି ହେବା ପରେ ବିରାଟ କୋହଲିଙ୍କୁ ସେ ଏ ମାମଲାରେ ସେ ପଛରେ ପକାଇ ଦେଇଛନ୍ତି। ବିସିସିଆଇର ଚୁକ୍ତି ଅନୁସାରେ କୋହଲିଙ୍କ ବାର୍ଷିକ ଆୟ 7କୋଟି ରହିଛି । ଏଥିସହ ଓପନର ରୋହିତ ଶର୍ମା ଓ ବୋଲର ଜସପ୍ରୀତ ବୁମରାଙ୍କୁ ବାର୍ଷିକ 7-7କୋଟି ଟଙ୍କା ମିଳୁଛି ।

ବୋଲିଂ କୋଚ ଭରତ ଅରୁଣଙ୍କୁ ବାର୍ଷିକ 3.5କୋଟି ଟଙ୍କା ମିଳିବ । ସେହିପରି ଫିଲ୍ଡିଙ୍ଗ୍‌ କୋଚ ଆର ଶ୍ରୀଧରଙ୍କୁ ବାର୍ଷିକ 3.5କୋଟି ମିଳିବ । ଏଥିସହ ବ୍ୟାଟିଂ କୋଚ ବିକ୍ରମ ରାଠୋରଙ୍କୁ 2.5-3କୋଟି ମିଳିବ । ତେବେ ଏହି ନୂତନ ଦରମା ଚଳିତ ସେପ୍ଟେମ୍ବ ପହିଲାରୁ ଲାଗୁ ହୋଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.