ETV Bharat / sports

ତେଲେଙ୍ଗାନା ମନ୍ତ୍ରୀ KTRଙ୍କୁ ଭେଟିଲେ ସିଡନୀ ଟେଷ୍ଟ ହିରୋ ହନୁମା ବିହାରୀ

author img

By

Published : Jan 18, 2021, 4:31 PM IST

ତେଲେଙ୍ଗାନା ସୂଚନା ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ KTRଙ୍କୁ ଭେଟିଲେ କ୍ରିକେଟର ହନୁମା ବିହାରୀ । ଅଧିକ ପଢନ୍ତୁ...

INDIAN CRICKETER HANUMAVIHARI MET MINISTER KTR IN PRAGATHI BHAVAN.
ତେଲେଙ୍ଗାନା ମନ୍ତ୍ରୀ KTRଙ୍କୁ ଭେଟିଲେ ସିଡନୀ ଟେଷ୍ଟ ହିରୋ ହନୁମା ବିହାରୀ

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ହନୁମା ବିହାରୀ ତେଲେଙ୍ଗାନା ସୂଚନା ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ KTRଙ୍କୁ ସ୍ଥାନୀୟ ପ୍ରଗତୀ ଭବନରେ ଭେଟିଛନ୍ତି ।

ଏନେଇ ବିହାରୀ ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି । ଏଥିସହ କ୍ରିକେଟ ବିଷୟରେ ଆଲୋଚନା ହୋଇଥିବା କହିଛନ୍ତି । କେଟି ରାମା ରାଓ ତେଲେଙ୍ଗାନା ରାଷ୍ଟ୍ର ସମିତି(TRS)ର କାର୍ଯ୍ୟକାରୀ ସଭାପତି ମଧ୍ୟ ଅଛନ୍ତି ।

ଆହତ କାରଣରୁ ଚଳିତ ଅଷ୍ଟ୍ରେଲିଆ ବିପକ୍ଷ 4ର୍ଥ ଟେଷ୍ଟରୁ ବାଦ ପଡିଥିଲେ ବିହାରୀ । 3ୟ ଟେଷ୍ଟରେ ମାଂସପେଶୀ ଯନ୍ତ୍ରଣାରେ ସେ ବ୍ୟାଟିଂ ଜାରି ରଖିବା ସହ ଭାରତକୁ ପରାଜୟରୁ ରୋକିବା ସହ ମ୍ୟାଚ ଡ୍ର କରିଥିଲେ ।

ବ୍ୟୁରା ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.