ETV Bharat / sports

ବିଦେଶ ମାଟିରେ ଦମ୍‌ ଦେଖାଇଲା ଭାରତ, 2-0ରେ ହାତେଇଲା ସିରିଜ - କୋହଲି

ଭାରତ 3ୟ ଦିନିକିଆ ମ୍ୟାଚରେ କାରବିୟାନ ଦଳକୁ ମାତ୍‌ ଦେଇ ସିରିଜ୍‌କୁ କବଜ୍ଜା କରିନେଇଛି ଟିମ୍‌ ଇଣ୍ଡିଆ । ଏହି ମ୍ୟାଚରେ ଭାରତ ଇଣ୍ଡିଜକୁ 6 ଓ୍ବିକେଟରେ ପରାସ୍ତ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 15, 2019, 11:15 AM IST

ପୋର୍ଟ ଅଫ୍‌ ସ୍ପେନ: ଅଧିନାୟକ ବିରାଟ କୋହଲି (114*) ଓ ଶ୍ରେୟସ ଅୟର (65)ଙ୍କ ଦମଦାର ପ୍ରଦର୍ଶନ ଫଳରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ 6 ଓ୍ବିକେଟରେ ହରାଇ 2-0ରେ ସିରିଜ ନିଜ ନାଁରେ କରନେଇଛି।

ପ୍ରଥମେ ଇଣ୍ଡିଜ ବ୍ୟାଟିଂ କରି ନିର୍ଦ୍ଧାରିତ 35 ଓଭରରେ 7 ଓ୍ବିକେଟ ବିନିମୟରେ 240ରନ୍‌ ହାସଲ କରିଥିଲା । ତେବେ ଡକ ଓ୍ବର୍ଥ ଲୁଇସ୍‌ ନିୟମ ଅନୁଯାୟୀ ଭାରତ 255ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତେବେ ବିରାଟ ବାହିନୀ 32.3 ଓଭରରେ 4 ଓ୍ବିକେଟ ବିନିମୟରେ ବିଜୟ ହାସଲ କରିଛି ।

india
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BCCI

ଟିମ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି 99ଟି ବଲ୍‌ରେ 14 ଚୌକା ସହାୟତାରେ 114*ରନ ହାସଲ କରିଛନ୍ତି । ଏହି ସିରିଜରେ କୋହଲିଙ୍କ ଏହା 2ୟ ଶତକ ପାଳି ଥିଲା । ତେବେ ଦିନିକିଆ ସିରିଜରେ ସର୍ବାଧିକ ରନ କରିଥିବା ଅଧିନାୟକ ବିରାଟ କୋହଲିଙ୍କୁ ପ୍ଲେୟାର ଅଫ ଦ ସିରିଜ ଆଓ୍ବାର୍ଡ ମିଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.