ଲକ୍ଷ୍ନୌ:ବର୍ଷକ ପରେ ଆଜି ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ଭାରତୀୟ ମହିଳା କ୍ରିକେଟର । ଭାରତ-ଦ.ଆଫ୍ରିକା ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦିନିକିଆ ସିରିଜ । 5ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅତିଥିଦଳ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ।
-
Hello and good morning from Lucknow for the 1st @Paytm #INDWvSAW ODI! ☀️☀️
— BCCI Women (@BCCIWomen) March 7, 2021 " class="align-text-top noRightClick twitterSection" data="
South Africa have won the toss & elected to bowl against #TeamIndia. pic.twitter.com/v4NSsJL4YD
">Hello and good morning from Lucknow for the 1st @Paytm #INDWvSAW ODI! ☀️☀️
— BCCI Women (@BCCIWomen) March 7, 2021
South Africa have won the toss & elected to bowl against #TeamIndia. pic.twitter.com/v4NSsJL4YDHello and good morning from Lucknow for the 1st @Paytm #INDWvSAW ODI! ☀️☀️
— BCCI Women (@BCCIWomen) March 7, 2021
South Africa have won the toss & elected to bowl against #TeamIndia. pic.twitter.com/v4NSsJL4YD
ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ମିତାଲି ରାଜଙ୍କ ଦଳ ।
ଚୁଡାନ୍ତ ଏକାଦଶ
ଭାରତ: ପୁନମ ରାଉତ, ସ୍ମୃତି ମାନ୍ଧନା, ମିତାଲି ରାଜ(କ୍ୟାପଟେନ), ହରମନପ୍ରୀତ କୌର, ଜେମିମା, ଦୀପ୍ତି ଶର୍ମା, ସୁଷମା ବର୍ମା(ଓ୍ବିକେଟକିପର), ଝୁଲଣ ଗୋସ୍ବାମୀ, ରାଜଶ୍ବରୀ ଗାଇକଓ୍ବାଡ, ମୋନିକା ପଟେଲ, ପୁନମ ଯାଦବ
ଦ.ଆଫ୍ରିକା: ଲୟରା, ତ୍ରୀଶା ଚେଟି(ଓ୍ବିକେଟକିପର), ଲିଜେଲ ଲି, ମିଗନନ୍ ଡୁ ପ୍ରିଜ୍, ସୁନେ ଲୁସ୍(କ୍ୟାପଟେନ), ମାରିଜାନେ କାପ୍, ନାଦିନ ଦେ, ଆୟୋବୋଙ୍ଗା, ଲାରା ଗୁଡାଲ, ନନ୍କୁଲୁଲେକୋ, ଶବ୍ନିମ ଇସମାଇଲ