ETV Bharat / sports

ମହିଳା ଟି-20 ବିଶ୍ବକପ: ଟସ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି - India Women vs Bangladesh Women

cricketcricket
cricket
author img

By

Published : Feb 24, 2020, 4:15 PM IST

Updated : Feb 24, 2020, 5:06 PM IST

16:08 February 24

ଡବ୍ଲୁ.ଏ.ସି.ଏ ଗ୍ରାଉଣ୍ଡରେ ଭାରତ -ବାଂଲାଦେଶ ମୁହାଁମୁହିଁ । ବାଂଲାଦେଶ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ।

cricket
ଫଟୋ ସୌଜନ୍ୟ:@BCCIWomen

ପର୍ଥ: ମହିଳା ଟି-20 ବିଶ୍ବକପ । 2ୟ ମୁକାବିଲାରେ ଭାରତ-ବାଂଲାଦେଶ ମୁହାଁମୁହିଁ । ଡବ୍ଲୁ.ଏ.ସି.ଏ ଗ୍ରାଉଣ୍ଡରେ ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବୋଲିଂର ନିଷ୍ପତ୍ତି ନେଇଛି । ତେବେ ଡିଫେଣ୍ଡିଂ ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ପରାସ୍ତ କଲା ପରେ ଭାରତୀୟ ଦଳର ମନୋବଳ ବେଶ୍‌ ସୁଦୃଢ ରହିଛି ।  

ଭାରତୀୟ ଏକାଦଳଶରେ ସ୍ମୃତି ମାନ୍ଧନାଙ୍କ ବଦଳରେ ରିଚା ଘୋଷ ବାଂଲା ବିପକ୍ଷ ଟିମରେ ସ୍ଥାନ ପାଇଛନ୍ତି । ସ୍ମୃତି ଭାଇରାଲ ଫିଭରରେ ପୀଡିତ ଅଛନ୍ତି । ଏପଟେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର କହିଛନ୍ତି ଯେ, ଆମେ ବ୍ୟାଟିଂ ଚାହୁଁଥିଲୁ । ଆମେ ଖୁସି ଅଛୁ ।  

ଭାରତୀୟ ଦଳ: ହରମନପ୍ରୀତ କୌର୍ (କ୍ୟାପଟେନ୍‌), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତୀ,  ପୁନମ ଯାଦବ, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ, ତାନିଆ ଭାଟିଆ (ୱିକେଟକିପର),  ରାଜେଶ୍ୱରୀ ଗାଏକ୍ୱାଡ୍‌, ରିଚା ଘୋଷ ।

ବାଂଲାଦେଶ ଦଳ: ମୁର୍ଶିଦା ଖାତୁନ୍‌, ଶାମିମା ସୁଲତାନା,ସଞ୍ଜିଦା ଇସଲାମ୍‌,ନିଗାର ସୁଲତାନା (ୱିକେଟକିପର), ଫର୍ଗାନା ହକ୍‌, ରୁମାନା ଅହମ୍ମଦ, ସଲମା ଖାତୁନ୍ (କ୍ୟାପଟେନ୍‌),ଫାହିମା ଖାତୁନ୍‌, ଜାହାନାରା ଆଲମ୍‌, ପାନ୍ନା ଘୋଷ, ନାହିଦା ଅଖତର,

Last Updated : Feb 24, 2020, 5:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.