ETV Bharat / sports

ଡିସେମ୍ବରରୁ ଭାରତ-ୱେଷ୍ଟଇଣ୍ଡିଜ ସିରିଜ, ଜାଣନ୍ତୁ ଖେଳସୂଚୀ - ଟି20 ସିରିଜ

ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ସୂଚୀ ପ୍ରକାଶ ପାଇଛି । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳାଯିବ । ଅଧିକ ଖବର ପଢନ୍ତୁ...

ଡିସେମ୍ବରରୁ ଭାରତ-ୱେଷ୍ଟଇଣ୍ଡିଜ ସିରିଜ, ଜାଣନ୍ତୁ ଖେଳସୂଚୀ

author img

By

Published : Nov 26, 2019, 4:25 AM IST

ନୂଆଦିଲ୍ଲୀ: ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ସୂଚୀ ପ୍ରକାଶ ପାଇଛି । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳାଯିବ । ଡିସେମ୍ବର 6ରେ ପ୍ରଥମ ଟି20 ମ୍ୟାଚ ମୁମ୍ବାଇରେ ଖେଳାଯିବ । ଟି20 ସିରିଜ ପରେ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଡିସେମ୍ବର 15ରୁ ଖେଳାଯିବ ।

ଟି20 ସିରିଜ: ଭାରତ ବନାମ ୱେଷ୍ଟଇଣ୍ଡିଜ

  • ପ୍ରଥମ ଟି20- 6 ଡିସେମ୍ବର 2019, ମୁମ୍ବାଇ
  • 2ୟ ଟି20 -8 ଡିସେମ୍ବର 2019, ଥିରୁଅନନ୍ତପୁରମ
  • 3ୟ ଟି20- 11 ଡିସେମ୍ବର 2019, ହାଇଦ୍ରାବାଦ

ଦିନିକିଆ ସିରିଜ: ଭାରତ ବନାମ ୱେଷ୍ଟଇଣ୍ଡିଜ

  • ପ୍ରଥମ ଦିନିକିଆ: 15 ଡିସେମ୍ବର 2019, ଚେନ୍ନାଇ
  • 2ୟ ଦିନିକିଆ: 18 ଡିସେମ୍ବର 2019, ବିଶାଖାପଟନାମ
  • 3ୟ ଦିନିକିଆ: 22 ଡିସେମ୍ବର 2019, କଟକ

Intro:Body:

ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ  ସୂଚୀ ପ୍ରକାଶ ପାଇଛି । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳାଯିବ । ଅଧିକ ଖବର ପଢନ୍ତୁ...

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.