ETV Bharat / sports

WI VS IND: କାରବିୟାନ ଦଳକୁ 280ରନ୍‌ର ଟାର୍ଗଟ ଦେଲା ଭାରତ

ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ବିନିମୟରେ 279ରନ କରିଛି ଭାରତ । ତ୍ରିନିଦାଦର ପୋର୍ଟ ଅଫ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ 2ୟ ଦିନିକିଆ ମ୍ୟାଚ ଖେଳାଯାଉଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BCCI
author img

By

Published : Aug 11, 2019, 11:51 PM IST

Updated : Aug 12, 2019, 7:29 AM IST

ହାଇଦ୍ରାବାଦ: ଇଣ୍ଡିଜ୍‌ ଗସ୍ତର 2ୟ ଦିନିକିଆ ମ୍ୟାଚ ଆଜି ଖେଳାଯାଉଛି । ତ୍ରିନିଦାଦର ପୋର୍ଟ ଅଫ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ଭାରତ ବ୍ୟାଟିଂ ନିଷ୍ପତି ନେଇଥିଲା । ତେବେ ବିରାଟଙ୍କ ଶତକ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ପାଳି ଫଳରେ ଭାରତ ଇଣ୍ଡିଜଦଳକୁ 280ରନର ଟାର୍ଗଟ ଦେଇଛି ।

ଟିମ୍‌ ଇଣ୍ଡିଆ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ 120(125ବଲ୍‌)ରନ ହାସଲ କରିଛନ୍ତି । ଏହା ବ୍ୟତୀତ ଶ୍ରେୟସ ଆୟର 71(68ବଲ୍‌)ରନ କରିଛନ୍ତି ।

ବିପକ୍ଷ ଦଳ ଇଣ୍ଡିଜର ଖେଳାଳୀ କାର୍ଲସ ବ୍ରାଥୱେଟ ସର୍ବାଧିକ 3ଟି ଓ୍ବିକେଟ ହାସଲ କରିଛନ୍ତି ।

ତେବେ ଟି-20 ସିରିଜକୁ କ୍ଲିନ ସୁଇପ କଲା ପରେ ଦିନିକିଆ ଉପରେ ଅତିଥି ଭାରତର ନଜର ରହିଛି ।

Intro:Body:Conclusion:
Last Updated : Aug 12, 2019, 7:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.