ETV Bharat / sports

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା - Du Plessis back in SA's ODI squad

ମାର୍ଚ୍ଚ 12ରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନିକିଆ ସିରିଜ । ଏହି ସିରିଜ ପାଇଁ 15 ଜଣିଆ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ...

India vs South Africa
ଦକ୍ଷିଣ ଆଫ୍ରିକା ଦଳ ଘୋଷଣା
author img

By

Published : Mar 2, 2020, 6:29 PM IST

ଜୋହାନଶବର୍ଗ: ଚଳିତ ମାସ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସିବ । ମାର୍ଚ୍ଚ 12ରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନିକିଆ ସିରିଜ । ଏହି ସିରିଜ ପାଇଁ 15 ଜଣିଆ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା ।

India vs South Africa
ମ୍ୟାଚ ସୂଚୀ

ଖେଳାଯିବାକୁ ଥିବା ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଧର୍ମଶାଳାରେ ଖେଳାଯିବ । 2ୟ ମ୍ୟାଚ ମାର୍ଚ୍ଚ 15ରେ ଲକ୍ଷ୍ନୌ ଓ 3ୟ ଦିନିକିଆ ମାର୍ଚ୍ଚ 18ରେ କୋଲକାତାରେ ଖେଳାଯିବ ।

India vs South Africa
ଦକ୍ଷିଣ ଆଫ୍ରିକା ଦଳ ଘୋଷଣା

ଘୋଷଣା ହୋଇଥିବା ଦଳରେ ପୂର୍ବତନ କ୍ୟାପଟେନ ଫାଫ ଡୁପ୍ଲେସିସଙ୍କୁ ସ୍ଥାନ ମିଳିଛି । ଏଥିସହିତ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରସି ଭାନ ଡର ଡସନଙ୍କୁ ସ୍ଥାନ ମିଳିଛି । ବାମହାତୀ ସ୍ପିନର ଜର୍ଜ ଲିଣ୍ଡେ ଜାତୀୟ ଦଳରେ ପ୍ରଥମ ଥର ସ୍ଥାନ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.