ETV Bharat / sports

ନ୍ୟୁଜିଲାଣ୍ଡ ବିପକ୍ଷ 2ୟ ଦିନିକିଆ: ପରାଜୟ ଦ୍ବାରରେ ଭାରତ

ନ୍ୟୁଜିଲାଣ୍ଡ ବିପକ୍ଷ 2ୟ ଦିନିକିଆରେ ପରାଜୟ ଦ୍ବାରଦେଶରେ ପହଞ୍ଚିଛି ଭାରତ । 274 ରନର ବିଜୟ ଲକ୍ଷ୍ୟକୁ ପିଛାକରୁଥିବା ଭାରତୀୟ ଦଳ 32 ଓଭରର ସୁଦ୍ଧା 166 ରନରେ 7 ୱିକେଟ ହରାଇ ସଂକଟରେ ପଡିଛି ।

India vs New Zealand 2nd ODI
ନ୍ୟୁଜିଲାଣ୍ଡ ବିପକ୍ଷ 2ୟ ଦିନିକିଆ
author img

By

Published : Feb 8, 2020, 2:48 PM IST

ଅକଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ 2ୟ ଦିନିକିଆରେ ପରାଜୟ ଦ୍ବାରଦେଶରେ ପହଞ୍ଚିଛି ଭାରତ । 274 ରନର ବିଜୟ ଲକ୍ଷ୍ୟକୁ ପିଛାକରୁଥିବା ଭାରତୀୟ ଦଳ 32 ଓଭରର ସୁଦ୍ଧା 166 ରନରେ 7 ୱିକେଟ ହରାଇ ସଂକଟରେ ପଡିଛି ।

India vs New Zealand 2nd ODI
ଭାରତ-ନ୍ୟୁଜିଲାଣ୍ଡ 2ୟ ଦିନିକିଆ

ନିୟମିତ ଓପନରଙ୍କ ବିନା ଖେଳୁଥିବା ଭାରତୀୟ ଦଳକୁ ପ୍ରାରମ୍ଭିକ ୱିକେଟ ପତ୍ତନ ମହଙ୍ଗା ସାବ୍ୟସ୍ତ ହୋଇଛି । ପୃଥ୍ବୀ ଶ, ମୟଙ୍କ ଅଗ୍ରୱାଲ ଓ କ୍ୟାପଟେନ ବିରାଟ କୋହଲି ଶୀଘ୍ର ଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି । ତେବେ ଇନଫର୍ମ ଲୋକେଶ ରାହୁଲ ମଧ୍ୟ ଦିନିକିଆ ସିରିଜର ଏହ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଫେଲ ମାରିଛନ୍ତି । ମନିଷ ପାଣ୍ଡେଙ୍କ ସ୍ଥାନରେ ଖେଳୁଥିବା କେଦାର ଯାଦବ ମାତ୍ର 9 ରନ କରି ଆଉଟ ହୋଇଛନ୍ତି ।

India vs New Zealand 2nd ODI
ଶ୍ରେୟସ ଆୟର

ତେବେ ମଧ୍ୟକ୍ରମରେ ଶ୍ରେୟସ ଆୟର 52 ରନ ଅର୍ଦ୍ଧଶତକୀୟ ଇଂନିସ ଖେଳି କିଛି ସମୟ ଲଢେଇ ଜାରି ରଖିଥିଲେ । ତେବେ ଆୟର ଆଉଟ ହେବାପରେ ଭାରତ ପରାଜୟ ସମ୍ଭାବନା ବଢିଯାଇଛି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ନବଦୀପ ସାଇନି ସଂଘର୍ଷ ଜାରି ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.