ETV Bharat / sports

ଇନ୍ଦୋର ଟେଷ୍ଟ: ବିରାଟ ବାହିନୀର ବିଶାଳ ବିଜୟ - 1st Test

130ରନ ଓ ଇନିଂସ ବିଜୟୀ ହୋଇଛି ଘରୋଇ ଦଳ । ପ୍ରଥମ ମ୍ଯାଚରେ ବିଜୟ ହାସଲ କରି ଭାରତ 1-0ରେ ସିରିଜରେ ଅଗ୍ରଣୀ ଲାଭ କରିଛି ।

ଇନ୍ଦୋର ଟେଷ୍ଟ
author img

By

Published : Nov 16, 2019, 8:38 PM IST

ଇନ୍ଦୋର: ଅଢେଇ ଦିନରେ ଶେଷ ହେଲା 5ଦିନଆ ମ୍ୟାଚ । ପୁଣିଥରେ ଇଂନିସ ବିଜୟୀ ହେଲା ଭାରତ । ମୟଙ୍କଙ୍କ ମ୍ୟାଜିକ୍‌ ଓ ଶାମୀଙ୍କ ଶିକାର ଭାରି ପଡିଲା ବାଂଲାଦେଶ ଉପରେ । 130ରନ ଓ ଇନିଂସ ବିଜୟୀ ହୋଇଛି ଘରୋଇ ଦଳ । ଦ୍ବିଶତକୀୟ ପାଳି ଖେଳିଥିବା ଯୁବ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଦିଆଯାଇଛି । ଏଥି ସହିତ ପିଙ୍କ ବଲ ଟେଷ୍ଟ ପୂର୍ବରୁ ଭାରତ ସିରିଜରେ 1-0ରେ ଅଗ୍ରଣୀ ରହିଛି ।

ଇନ୍ଦୋର ଟେଷ୍ଟ
ଫଟୋ ସୌଜନ୍ୟ- ଟ୍ବିଟର

ପ୍ରଥମ ବ୍ୟାଟିଂ କରି 150ରନରେ ସମସ୍ତ ୱିକେଟ ହରାଇଥିଲା ଅତିଥି ବାଂଲଦେଶ ଦଳ । ପରେ ଭାରତୀୟ ବ୍ୟାଟ୍ସମ୍ୟାନ 493ରନର ବିଶାଳ ସ୍କୋର ବାଂଲାଦେଶ ସାମ୍ନାରେ ରଖିଥିଲେ । ମାତ୍ର ଏହି ବିଶାଳ ରନକୁ ଲିଡ କରିବା ପୂର୍ବରୁ 2ୟ ଇଂନିସରେ 213ରନରେ ପୁଣି ଥରେ ଅଲଆଉଟ ହୋଇଯାଇଥିଲା ବାଂଲାଦେଶ ।

ତେବେ ଶନିବାର 3ୟ ଦିନ ଖେଳ ଆରମ୍ଭରୁ ଭାରତ ପୂର୍ବଦିନ ସ୍କୋରରୁ ପାଳି ଘୋଷଣା କରିଥିଲା । ଲିଡ ପାଇଁ 343ରନ ଆବଶ୍ୟକ କରୁଥିବା ବାଂଲା ଟିମ ଭାରତୀୟ ପେସ ବୋଲରଙ୍କ ଆଗରେ ମୁଣ୍ଡ ନୁଆଁଇଥିଲେ । ପେସ ବୋଲର ମହମ୍ମଦ ଶାମୀ 3ୟ ପାଳିରେ 4ଟି ୱିକେଟ ନେଇଥିଲେ । ଏଥି ସହିତ ଦୁଇଟି ଇଂନିସ ବୋଲିଂରେ ଭାରତୀୟ ପେସ ବୋଲର 14ଟି ୱିକେଟ ହାସଲ କରିଛନ୍ତି ।

ସଂକ୍ଷିପ୍ତ ସ୍କୋର-

  • ବାଂଲାଦେଶ ପ୍ରଥମ ଇଂନିସ୍ 150/10
  • ଭାରତ ପ୍ରଥମ ଇଂନିସ୍- 493/6 (ପାଳି ଘୋଷିତ)
  • ବାଂଲାଦେଶ 2ୟ ଇନିଂସ୍ 213/10

Sure, will do that. 

Thanks
Gurminder Singh Samad
Deputy News Editor, ETV Bharat,
In-charge Punjab Editorial Desk

On Wed, Jun 5, 2019 at 12:17 PM horoscope horoscope <horoscope@etvbharat.com> wrote:

Dear all,

All News Desk users can drop all spiritual stories/fair/temple/events files into your ANTARYAMI folder

For example following are the access and store path details for ANTARYAMI.

Jharkhand-Share(O) (respective Desk share): -> ANTARYAMI -> <current date>
Users can access previous 4 days and next 2 days.

Note: We have already given above share path to all desk systems with their respective channel share name.

Thanks & Regards
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.