ETV Bharat / sports

2ୟ ଦିନିକିଆ: ଚାଇନାମ୍ୟାନଙ୍କ ନୂଆ ଉପଲବ୍ଧି

ଭାରତର ଏହି ବିଜୟର ଗେମଚେଞ୍ଜର ସାଜିଥିବା ଚାଇନାମ୍ୟାନ୍ ସ୍ପିନର୍ କୁଲଦୀପ ଯାଦବ ନୂଆ ଏକ ଅନ୍ତର୍ଜାତୀୟ ରେକର୍ଡ କରିଛନ୍ତି । ସେ 3ୟ ଭାରତୀୟ ବୋଲର ଭାବେ ଦିନିକିଆରେ ଦ୍ରୁତତମ 100 ୱିକେଟ ହାସଲ କରିଛନ୍ତି ।

author img

By

Published : Jan 17, 2020, 11:25 PM IST

india-vs-australia-kuldeep-yadav-3rd-fastest-indian-to-100-odi-wickets
2ୟ ଦିନିକିଆ: ଚାଇନାମ୍ୟାନଙ୍କ ନୂଆ ଉପଲବ୍ଦ

ରାଜକୋଟ: ମୁମ୍ବାଇ ପରଜାୟର ବଦଲା ରାଜକୋଟରେ ନେଲା ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର 2ୟ ମ୍ୟାଚକୁ 36 ରନରେ ଜିତିଲା ଟିମ ଇଣ୍ଡିଆ । ତେବେ ଭାରତର ଏହି ବିଜୟର ଗେମଚେଞ୍ଜର ସାଜିଥିବା ଚାଇନାମ୍ୟାନ୍ ସ୍ପିନର୍ କୁଲଦୀପ ଯାଦବ ନୂଆ ଏକ ଅନ୍ତର୍ଜାତିୟ ରେକର୍ଡ କରିଛନ୍ତି । ସେ 3ୟ ଭାରତୀୟ ବୋଲର ଭାବେ ଦିନିକିଆରେ ଦ୍ରୁତତମ 100 ୱିକେଟ ହାସଲ କରିଛନ୍ତି ।

ତେବେ କୁଲଦୀପ ଭାରତୀୟ ବୋଲିଂର 38 ତମ ଓଭରରେ ଆଲେକ୍ସ କ୍ୟାରୀଙ୍କ ୱିକେଟ୍ ନେଇ କ୍ୟାରିୟରର ଶତକ ୱିକେଟ୍ ପୂରଣ କରିଛନ୍ତି । ତେବେ ତାଲିକାରେ ରହିଛନ୍ତି ଭାରୀତୟ ପେସର ଜସପ୍ରିତ ବୁମାର ଓ ମହମ୍ମଦ ଶାମି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.